ଇ ଜେ ଭି ପକ୍ଷରୁ ଉପଭୋକ୍ତା ସଚେତନତା କର୍ମଶାଳା


 ଉପଭୋକ୍ତା ସଚେତନତା କର୍ମଶାଳା •

ଆଜି କୁଲାବିରା ବ୍ଲକ, ସମାସୀଙ୍ଗା ସ୍ଥିତ କେ, ଜି, ଛାତ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି,ଏହି କାର୍ଯ୍ୟକ୍ରମ ରେ ତିନିଶହ ରୁ ଉର୍ଦ୍ଧ ଛାତ୍ରୀ ଉପସ୍ଥିତ ଥିଲେ,ଏହି କର୍ଯ୍ୟକ୍ରମ ସରକାରୀ ସ୍ତର ରେ ଇ ଜେ ଭି ଫାଉଣ୍ଡେସନ ସହାୟତା ରେ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ବିଶିଷ୍ଟ ଅତିଥି ମାନେ ମଞ୍ଚଷିନ ହୋଇଥିଲେ,  ମାନସୀ ପଣ୍ଡା ମଞ୍ଚ ସଞ୍ଚାଳନ କରିଥିବା ବେଳେ,ରାଜେଶ ପାଢ଼ୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ, ବିଦ୍ୟାଳୟ ର ସଭାପତି ତୁଲାରାମ ସେନାପତି ସଭାପତିତ୍ବ କରିଥିଲେ, ସମାସିଙ୍ଗା ର ବିଶିଷ୍ଟ ସମାଜ ସେବୀ ତଥା ପ୍ରଧାନ ଶିକ୍ଷକ ସତିନ୍ଦ୍ର ପଟେଲ୍, ସମ୍ମନିତ ଅତିଥି ଭାବେ ଯୋଗଦେଇଥିଲେ, ବରିଷ୍ଟ କବି ସୁଶ୍ରୀ ଅଞ୍ଜଳି ପ୍ରଭା ପଟ୍ଟନାୟକ ମୂଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ, ବରିଷ୍ଟ ଅତିଥି ଭାବେ ମଦନ ମୋହନ ପଟେଲ୍, ଯୋଗଦେଇ ଥିବା ବେଳେ ସମଶୀଙ୍ଗା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ମ୍ୟାନେଜର ଶ୍ରୀ ତାପସ ସ୍ୱାଇଁ ବିଶେଷ ଅତିଥି ଭାବେ ଯୋଗ ଦେଇ ଉପଭୋକ୍ତା ମାନେ ବ୍ୟାଙ୍କ ର ଠକେଇ କିଭଳି ଭାବେ ନାହେବେ ସେଇ ବାବଦ ରେ ବୁଝାଇଥିଲେ, ବିଶେଷ ଭାବେ ସ୍ତର ରେ ଉପନୀୟନ୍ତ୍ରକ ଶ୍ରୀ ଅଖିଳ ଚନ୍ଦ୍ର ପ୍ରଧାନ ସମସ୍ତ ଉପଭୋକ୍ତା ଆଇନ ତଥା ଅଧିକାର ବିଷୟ ରେ ବୁଝାଇବା ସହ ପ୍ରତ୍ୟକ୍ଷ ଭାବେ ଦର୍ଶାଇ, ଉଦାହରଣ ଦେଖାଇ ଥିଲେ, ସେହି ପରି ସହନୀୟନ୍ତ୍ରକ ଶ୍ରୀମତୀ ଆଶା ମିଞ୍ଜ ଉପଭୋକ୍ତା ଆଇନ୍ ବାବଦ ରେ ବହୁତ୍ କିଛି ବୁଝାଇଥିଲେ, ସେହିପରି ଗଗନ ମାରାଣ୍ଡି ଶ୍ରୀଯୁକ୍ତ ପ୍ରଧାନ ଙ୍କ ସହ ମିଳିତ ଭାବେ ପ୍ରତ୍ୟକ୍ଷ ଉଦାହରଣ ଦେଖାଇ ବାରେ ସହାୟତା କରିଥିଲେ, ଇ ଜେ ଭି ର ଶ୍ରୀମତୀ ପ୍ରିୟା ରାୟ ଅତିଥି ମାନଙ୍କୁ ଉପଢକନ ଦେଇ ସମ୍ମନିତ କରିଥିବା ବେଳେ ଇ ଜେଭି ର ବରିଷ୍ଟ ସଦସ୍ୟ ଶ୍ରୀ ଗଙ୍ଗାଧର ମେହେର ଧନ୍ୟବାଦ ଅର୍ପଣ କରିଥିଲେ,ଏହି କାର୍ଯ୍ୟକ୍ରମ କେଜି ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଚାନ୍ଦ ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା,

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done