ଲଖନପୁର ବ୍ଲକ ଅନ୍ତର୍ଗତ କୁମ୍ଭାରବନ୍ଦ ପଞ୍ଚାୟତ ର ସାହାଜବାହାଲ ରେ ଥିବା (ibeul) ତାପଜ ବିଦ୍ୟୁତ କୁ JSW କମ୍ପାନୀ ନେବା ପରେ ସାହାଜବାହାଲ ଗ୍ରାମ ବାସିଙ୍କ ପକ୍ଷରୁ ବିଭିନ୍ନ ଦାବି ନେଇ କମ୍ପାନୀ ସମ୍ମୁଖରେ ଧାରଣା


 ଲଖନପୁର ବ୍ଲକ ଅନ୍ତରଗତ କୁମ୍ଭାରବନ୍ଦ ପଞ୍ଚାୟତ ର ସାହାଜବାହାଲ ରେ ଥିବା (ibeul) ତାପଜ ବିଦ୍ୟୁତ କୁ JSW କମ୍ପାନୀ ନେବା ପରେ ସାହାଜବାହାଲ ଗ୍ରାମ ବାସି ବିଭିନ୍ନ ଦାବି ନେଇ କମ୍ପାନୀ ସମ୍ମୁଖରେ ବିଗତ 05/01/2023 ରୁ ଧାରଣା ଦେଇଛନ୍ତି | ଆଜି ତା : 18/01/2023 ଭାରତୀୟ ଜନତା ପାର୍ଟି ବନ୍ଧଵାହାଲ ମଣ୍ଡଳ କମିଟି ତରଫରୁ ଧାରଣା କୁ ସମର୍ଥନ ଜଣାଇଵା ସହ ଆଗାମୀ ଦିନରେ ଆହୁରି ଆନ୍ଦୋଳନ କୁ ତୀବ୍ର ରୁପ ଦେବା ପାଇଁ ବିଜେପି ଜ଼ିଲ୍ଲା ସଭାପତି ଶ୍ରୀ ମଙ୍ଗଲ ସାହୁ ତାଙ୍କ ଉଦବୋଧନ ରେ ଜଣେଇଛନ୍ତି  | 

ଆନ୍ଦୋଳନ ର ବିଭିନ୍ନ ଦାବି ଗୁଡ଼ାଏ ହେଲା |


1. ସାହାଯବାହାଲ ଜମି ହରା ଗ୍ରାମ ବାସି ମାନଙ୍କୁ JSWIBEUL ବିଦ୍ୟୁତ ପ୍ରକଳ୍ପ ରେ ସ୍ଥାଇ ନିଯୁକ୍ତି ପ୍ରଦାନ.

2. ଜମିହରା ଗ୍ରାମ ବାସି ଙ୍କୁ ମାସିକିଆ ଭରଣ ପୋଷଣ ଭତ୍ତା ପ୍ରଦାନ.

3. ଗ୍ରାମ ବାସି ଓ ସ୍ଥାନୀୟ ଜୁବକ /ଯୁବତୀ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ସ୍ଥାନୀୟ ନିଯୁକ୍ତି |

4. ଗ୍ରାମ ବାସି, ସ୍ଥାନୀୟ ଠିକାଦାର, ସପ୍ଲାୟାର ଙ୍କ ବକେୟା ଟଙ୍କା ପ୍ରଦାନ ସହ କର୍ମ ସଂସ୍ଥାନ ରେ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ |


ସଭା ସ୍ଥଳରେ ଉପସ୍ଥିତ ଥିଲେ |

1. ବିଜେପି ଜ଼ିଲ୍ଲା ସଭାପତି ଶ୍ରୀ ମଙ୍ଗଲ ସାହୁ

2. ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ଲଖନପୁର ଜୋନ 3 ଶ୍ରୀ ସାମଲ ନାଏକ

3. ବନ୍ଧବାହାଲ ମଣ୍ଡଳ ସଭାପତି ଶ୍ରୀ ହେମନ୍ତ ପଟେଲ

4. ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ନୀଳାଞ୍ଚଳ ସା

5. ବିଜୟ ସେଠ ମଣ୍ଡଳ ସାଧାରଣ ସମ୍ପାଦକ

6. ସୁଶାନ୍ତ ଖମାରି ମଣ୍ଡଳ ସାଧାରଣ ସମ୍ପାଦକ

7. ଆଲୋକ କୁମାର ସାହୁ

8. ମୁରଲୀଧର ପ୍ରଧାନ

9. କେଶବ ନାଏକ

10. ମୁରଲୀ ଧର ବେହେରା

11. ଅଶୋକ ରାଏ

12. ଦୁର୍ୟୋଧନ ଗଣିକ

13. ରତ୍ନାକର ପଧାନ

ଗ୍ରାମ ବାସି ତରଫରୁ

1. ରଘୁନନ୍ଦନ ପଣ୍ଡା

2. ନିରଞ୍ଜନ ବାଗ

ଓ ଅନ୍ୟାନ୍ୟ ଗ୍ରାମ ବାସି ବୃନ୍ଦ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done