ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ


 ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ଏହି ସମ୍ମିଳନୀ ର ଉଦେଶ୍ୟ ଆସନ୍ତା ବିଶାଳ ସ୍ୱାସ୍ଥ୍ୟ ଶିବିର ରେ ହେବାକୁ ଥିବା ଚକ୍ଷୁ, ଚର୍ମ ଓ ଦାନ୍ତ ର ଚିକିତ୍ସା କିପରି ଭାବରେ ଲୋକ ଙ୍କ ପାଖରେ ପହଂଚିବ ଓ ଲୋକ ମାନେ ଏହାର ଲାଭ ନେବା ସହିତ ସ୍ଵେଛା କୃତ ଭାବେ ରକ୍ତ ଦାନ କରିବେ ଏହାହିଁ ଆଜିର ସାମ୍ବାଦିକ ସମ୍ମିଳନୀ ର ଉଦେଶ୍ୟ, ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଇ ଜେ ଭି ପକ୍ଷରୁ ସଦସ୍ୟ ମାନେ ହେଲେ ରାଜେଶ ପାଢ଼ୀ, ମାନସୀ ପଣ୍ଡା, ଜ୍ୟୋତିର୍ମୟୀ ବେହେରା, ପୂନମ ପଟେଲ, ପ୍ରିୟା ରାୟ, ଗଙ୍ଗାଧର ମେହେର, ବ୍ରଜ ରାୟ, ଦୀପ୍ତି ବେହେରା, ବିନୋଦ ଶତପଥି, ମିତୁ ପଣ୍ଡା, ଲୋକନ ଦେବତା ଦୟା କରି ସମୟ ଆଉ ତାରିଖ ଲେଖିବେ ଆସନ୍ତା 6ଜୁନ ସନ୍ଧ୍ୟା 4ଘଟିକା ରୁ ଆରମ୍ଭ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done