ଅତାବିରା ଗ୍ରାମରେ ଡ଼କାୟତ ମାନେ ଘରେ ପଶି ଡକାୟତି କରି ଘରେ ଥିବା ବୃଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା ଘଟଣା


 ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲୀ ଥାନା ଅନ୍ତର୍ଗତ ଅତାବିରା ଗ୍ରାମରେ ଡ଼କାୟତ ମାନେ ଘରେ ପଶି ଡକାୟତି କରି ଘରେ ଥିବା ବୃଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା, ଘଟଣା ସ୍ଥଳରେ ଝାରସୁଗୁଡ଼ା ଏସ.ପି., ଏସ.ଡ଼ି.ପି.ଓ ଏବଂ ରେଙ୍ଗାଲୀ ଥାନାଧିକାରୀ ଉପସ୍ଥିତ। ମୃତକ ବୃଦ୍ଧା ଜଣକ ୭୬ ବର୍ଷୀୟ ଲୋପାମୁଦ୍ରା ସାହୁ ବୋଲି ଜଣାପଡ଼ିଛି। ଘରେ କେହି ନଥିବା ସୁଯୋଗ ନେଇ ଦୃବୁତ୍ତମାନେ ଘରେ ପଶି ବୃଦ୍ଧା ଜଣକ ପିନ୍ଧିଥିବା ସୁନା ଅଳଂକାର ଓ ପଇସା ନେଇ ପଳେଇଥିବା ସୂଚନା ମିଳିଛି। ଏନେଇ ଘଟଣାସ୍ଥଳରେ ସଂଧାନୀ କୁକୁର ସାହାଯ୍ୟରେ ଅଧିକ ତଦନ୍ତ ଚଳାଇଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done