ଜୁଆ ଆଡ୍ଡାରେ ଚଢାଉ, ୫ ଅଟକ ଝାରସୁଗୁଡା


ଝାରସୁଗୁଡା ଥାନା ଅନ୍ତର୍ଗତ ମାରୱାଡି ପଡ଼ାରେ ଏକ ଘରେ ଜୁଆ ଖେଳ ହେଉଥିବା ସୂଚନା ପାଇ ଆଜି ସନ୍ଧ୍ୟାରେ ପୁଲିସ ଚଢାଉ କରିଥିଲା। ଏହି ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ନଗଦ ୨୦ ହଜାରରୁ ଅଧିକ ଟଙ୍କା, ତାସ ଜବତ କରାଯାଇଛି। ଖବର ଲେଖାହେବା ଯାଏ ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିନଥିବା ଜଣାପଡିଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done