ଉଦବୁଦ୍ଧ ହେବେ ତାହା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ପାଦକ ଶ୍ରୀ ମାଝୀ ମୁଖ୍ୟବକ୍ତା ଭାବରେ ଶିଶୁଙ୍କର ଉଜ୍ଵଳ ଭବିଷ୍ୟତ କାମନା କରି ତେଜସ୍ୱୀ
ଅଭିଭାଶଣ ପ୍ରଦାନ କରିଥିଲେ । ଶିଶୁ ଦିବସ ଉପଲକ୍ଷେ ଶିଶୁଙ୍କ ମଧ୍ଯରେ ହୋଇଥିବା ଓଡ଼ିଆ ଭାଷା
ଉପରେ ବିଭିନ୍ନ ପ୍ରତିଯୋଗିତା ଯଥା- ପ୍ରବନ୍ଧରେ ସାଇକ୍ରୀଷ୍ଣା ମାଝୀ , ପ୍ରତ୍ୟୁଷ ପଟେଲ, ସଂପୂର୍ଣ୍ଣ
ପ୍ରିୟଦର୍ଶନୀ ଓ ଶୁଭଶ୍ରୀ କୁଣ୍ଡ , ସୁଲିଖନରେ ଶୁଭଶ୍ରୀ କଣ୍ଟା, ଲାଲ ଶ୍ରେୟାଂଶ ସିଂ, ସ୍ୱୟଂପ୍ରଭା ବିଶୋଇ ଓ ପ୍ରସନ୍ନିତା ନନ୍ଦ, ଗଳ୍ପରେ ଲେହେନା ମହାନ୍ତି, ଅଂଶୁମାନ ବଳ, ଟ୍ୱିଙ୍କିଲ ମହାରଣା ଏବଂ ଗୀତରେ ବିଷ୍ଣୁପ୍ରିୟା ବେହେରା, ରିୟାଂଶ ଦ୍ଵିତୀୟା ଚାନ୍ଦ, ପ୍ରିୟାଂଶି ପିଙ୍ଗ, ସୌମ୍ୟା ମେହେର, ସମରିତା ମହାନ୍ତି ଆଦି ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରି ପୁରୁସ୍କୃତ ହୋଇଥିଲେ ।
ଉକ୍ତ ପ୍ରତିୟୋଗିତାରେ ବୀଣାପାଣି
ପ୍ରଧାନ, କୁସୁମ ନଈ,ଶିବାନୀ ସାହୁ ଓ ଅମୟ ନାୟକ ପରିଚାଳନା କରିଥିବା ବେଳେ ରଞ୍ଜିତା ନାଏକ ଓ ଝରଣା ସାହୁ ଉକ୍ତ ଉତ୍ସବକୁ ସଂଯୋଜନା କରିଥିଲେ । ସୁକନ୍ୟା ସମୃଦ୍ଧି ଯୋଜନାକୁ ଫଳପ୍ରଦ କରିବା ପାଇଁ ଚନ୍ଦ୍ରିକା କିସାନ,ମୈଥିଳୀ ସାହୁ, ଗୁଲାପି ପାଣ୍ଡେ ଓ ସବିତା ପାଣ୍ଡେ ଉତ୍ତମ ପରିକଳ୍ପନା କରି ସହଯୋଗ କରିଥିଲେ । ପରିଶେଷରେ କୋଷାଧ୍ୟକ୍ଷା ପ୍ରିୟଙ୍କା ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ ।


0 Comments