ଝାରସୁଗୁଡ଼ା ଜିଲ୍ଲା ବିଜେଡି ସାମାଜିକ ଗଣମାଧ୍ୟମ ସଂଯୋଜକ ହେଲେ ତୌସିଫ।
ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ବର୍ଷୀୟାନ ଉପାଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ରାଜ୍ୟର ୩୦ଟି ଜିଲ୍ଲା ପାଇଁ ସାମାଜିକ ଗଣମାଧ୍ୟମ ସଂଯୋଜକମାନଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି | ଏହି କ୍ରମରେ ଝାରସୁଗୁଡ଼ା ଜିଲ୍ଲା ପାଇଁ ବେଲପାହାଡ଼ର ଯୁବନେତା ତୌସିଫ ଆଲମ ଙ୍କୁ ଦଳର ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ପ୍ରଦାନ କରାଯାଇଛି
0 Comments