କୋରେଇ ବିଧାୟକ ତଥା ସିନେ ତାରକା ଙ୍କ ରାମଚଣ୍ଡୀ ଓ ଝାଡ଼େଶ୍ୱର ମନ୍ଦିର ଦର୍ଶନ,


 ଓଡିଶା ସିନେ ତାରକା ତଥା କୋରେଇ ବିଧାୟକ ଆକାଶ ଦାସ ନାୟକ  ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ସହ ବ୍ରଜରାଜନଗର ରାମଚଣ୍ଡୀ ମନ୍ଦିର ଓ ଝାରସୁଗୁଡା ର ଝାଡେଶ୍ୱର ମନ୍ଦିର ଦର୍ଶନ କରିଛନ୍ତି | ଓଡ଼ିଆ ସିନେ ତାରକା ତଥା କୋରେଇ ବିଧାୟକ ଆକାଶ ଦାସ ନାୟକ ଏବଂ ଝାରସୁଗୁଡା ବିଧାୟକ  ରବିବାର ଅପରାହ୍ନରେ  ବ୍ରଜରାଜନଗର ର ପ୍ରସିଦ୍ଧ ଚଣ୍ଡୀ ମନ୍ଦିର ଦର୍ଶନ କରିଥିଲେ I ଏହାସହ  ବିଧାୟକ ନାୟକ ରାମଚଣ୍ଡୀ ମନ୍ଦିର ର ଐତିହ୍ୟ ବିଷୟରେ ପଚାରି ବୁଝିଥିଲେ | ଏହାପରେ  ଝାରସୁଗୁଡା ଝାଡ଼େଶ୍ୱର ମନ୍ଦିର ଯାଇ ଝାଡ଼େଶ୍ୱର ବାବା ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ | ଏହି ଦର୍ଶନ ସମୟ ରେ ବିଧାୟକ ନାୟକ ଓ ତ୍ରିପାଠୀ ଙ୍କ ସହିତ ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଲ, ବିବେକ ଶ୍ରୀବାସ, ସୋନୁ ଥିରାନୀ, ପ୍ରେମସେନ ରାୟ, ବିଶ୍ୱଜିତ ଷଡ଼ଙ୍ଗୀ, ରାଜେନ୍ଦ୍ର ସା, ସୁବ୍ରତ ମହାପାତ୍ର, ହେମରଞ୍ଜନ ସିଂ ପ୍ରମୁଖ ଉପସ୍ଥିତ ଥିଲେ |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done