ସୀନେତାରକା ତଥା ଦିଗପହଣ୍ଡି ର ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କୁ ଝାରସୁଗୁଡା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି I ଆଜି ଭୋରରୁ ଟ୍ରେନ ଯୋଗେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଝାରସୁଗୁଡା ରେଳ ଷ୍ଟେସନ ରେ ଓଲ୍ହାଇଥିଲେ I ସେଠାରେ ଝାରସୁଗୁଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ କାଉନସିଲର ଦେବବ୍ରତ ପାଣ୍ଡେ, ବନ୍ଦନା ମୁନ୍ଦ୍ରା, ତରଙ୍ଗ ଦୁବେ, ପ୍ରମୁଖଙ୍କ ସହ ସହର ମଣ୍ଡଳ ସଭାପତି ଅରବିନ୍ଦ ପାଠକ, ସୋନୁ ଥିରାଣୀ, ବାବକୁ ସିଂ ବିବେକ ଶ୍ରୀବାସ ପ୍ରମୁଖ ବିଧାୟକ ମହାପାତ୍ର ଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ ଜଣାଇଥିଲେ
0 Comments