ଇ ଜେ ଭି ଫାଉଣ୍ଡେସନ ଓ ରୋଟାରି କ୍ଲବ ଗ୍ରୀନ ର ମିଳିତ ଆନୁକୂଲ୍ୟ ରେ ସର୍ଭିକାଲ କ୍ୟାନ୍ସର ପ୍ରତିରୋଧକ 2nd dose ଟୀକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି, ଏହି ଶିବିର ରେ ସର୍ବମୋଟ 50 ଜଣ ଏହି ଟୀକା ନେଇଛନ୍ତି, ସଂସ୍ଥା ର ମୁଖ୍ୟ ଉଦେଶ୍ୟ ଥିଲା, ବର୍ତମାନ ର ଯୁବ ସମାଜ କୁ ସର୍ବଇକଲ କ୍ୟାନ୍ସର ବାବଦ ରେ ସଚେତନ କରିବା ଓ କ୍ୟାନ୍ସର ରୁ ବଞ୍ଚାଇବା,ଏହି କ୍ରମ ରେ ନିକଟସ୍ତ ଲଷ୍ମୀନାରାୟଣ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଓ ସରବାହାଲ ସରକାରୀ ବିଦ୍ୟାଳୟ ର ପିଲା ମାନଙ୍କୁ ସାମିଲ କରାଯାଇଥିଲା, ଏହି କାଯ୍ୟକ୍ରମ ଡ଼ାକ୍ତର ବବିତା ରମଣୀ ଙ୍କ ଉପସ୍ଥିତି ଓ ତତ୍ୱାବଧାନ ରେ ପରିଚାଳନା କରାଯାଇଥିଲା, ଏହି କାଯ୍ୟକ୍ରମ କୁ ଇ ଜେ ଭି ଫାଉଣ୍ଡେସନ ଓ ରୋଟାରି କ୍ଲବ ର ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ, ମାନସୀ ପଣ୍ଡା, ପ୍ରିୟା ରାୟ, ସୋଭନା ସୋହେଲା, ସୁମିତ୍ରା ପଣ୍ଡା,ମିନା ସୋନି,ଦୀପ୍ତି ବେହେରା ପୂନମ ପଟେଲ, ଅଞ୍ଜଳି ମୋଦି, ହର୍ଷିତ ମୋଦି,ଉପସ୍ଥିତ ଥିଲେ
0 Comments