୭ ଜିଲ୍ଲାରେ ପ୍ରବଳ ବର୍ଷିବ |ରାଜ୍ୟ ର ବିଭିନ୍ନ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିଜ ପାଣିପାଗ ବିଭାଗ | କେନ୍ଦୁଝର ସୁନ୍ଦରଗଡ଼ ଝାରସୁଗୁଡା ସମ୍ବଲପୁର ବରଗଡ଼ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିଜ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ତେବେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଏହି ସମସ୍ତ ଜିଲ୍ଲା କୁ ପାଣିପାଗ ବିଭାଗ ପାଖରୁ ୟେଲୋ ଆଲର୍ଟ ଜାରି କରାଯାଇଛି | ଏହି ସମୟରେ ପବନ ର ବେଗ 30ରୁ 40 କିମି ପର୍ଯ୍ୟନ୍ତ ଯାଇ ପାରେ ଏବଂ ବଜ୍ରପାତ କୁ ନେଇ ସତର୍କ ରହିବା ପାଇଁ ସଚେତନ କରାଯାଇଛି | ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଏହି ପ୍ରବଳ ବର୍ଷା ଲାଗି ରହିବ ଏହା ପରେ ପାଗରେ ପରିବର୍ତ୍ତନ ଆସି ପାରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ସୂଚନା ଦେଇଛି |
0 Comments