ଆମକୁ ଦରକାର ନାହିଁ ହସ୍ତକ୍ଷେପ। ଏହି ଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।


 ଆମକୁ ଦରକାର ନାହିଁ ହସ୍ତକ୍ଷେପ। ଏହି ଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅସ୍ତ୍ରବିରତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥତା କରାଇଥିବା ବେଳେ କାଶ୍ମୀର କୁ ନେଇ ଯେତେବେଳେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କଲେ ତାକୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ଖାରଜ କରିଦେଇଛନ୍ତି। କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ ସ୍ବାକାରଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି। ଆମେ ପାକିସ୍ତାନ ସହ ଯୁଦ୍ଧ ବିରତି କୁ ନେଇ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ କିନ୍ତୁ ଆମେରିକା ର ମଧ୍ୟସ୍ଥତା ମାନିବାକୁ ଭାରତ ନାରାଜ। ଏବେ କେବେଲ ଦୁଇଟି ବିଷୟରେ ପାକିସ୍ତାନ ସହ ଚର୍ଚ୍ଚା ହେବ Pkistan occupied Kashmir କୁ ଭାରତ କୁ ହସ୍ତାନ୍ତର କରିବା ଉପରେ ଏବଂ ପାକିସ୍ତାନ ଆତଂକବାଦୀ ସଂଗଠନ କୁ ସହଯୋଗ ନ କରିବା ଉପରେ ହିଁ କଥା ବାର୍ତ୍ତା ହେବ ବୋଲି ଭାରତ ପକ୍ଷରୁ କୁହାଯାଇଛି। ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହୱାଜ ସରିଫ ଟ୍ରମ୍ପ ଙ୍କ ମଧ୍ୟସ୍ଥତା କୁ  ସ୍ବାଗତ କରିଥିବା ବେଳେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସିଧା ସଳଖ ଖାରଜ କରିଛନ୍ତି। ଯଦି ଆଲୋଚନା ହେବ ତେବେ କେବଳ ପାକିସ୍ତାନ ଅଧିକୃତ କାଶ୍ମୀର ଫେରାଇବା ଉପରେ ଆଲୋଚନା ହେବ । ଏହା ବ୍ୟତୀତ ଅନ୍ୟ କିଛି ଆଲୋଚନା ହେବ ନାହିଁ ବୋଲି ନରେନ୍ଦ୍ର ମୋଦି କହିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done