ଖୁବ୍ ଶୀଘ୍ର ମିଳିବ ସୁଭଦ୍ରା ତୃତୀୟ କିସ୍ତି। ଏ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।


 ଖୁବ୍ ଶୀଘ୍ର ମିଳିବ ସୁଭଦ୍ରା ତୃତୀୟ କିସ୍ତି। ଏ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଆସନ୍ତା ଅଗଷ୍ଟ ୯ରେ ସୁଭଦ୍ରାର ତୃତୀୟ କିସ୍ତି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କ ବ୍ୟାଙ୍କ ଖାତା କୁ ପହଞ୍ଚିବ ସୁଭଦ୍ରାର ତୃତୀୟ କିସ୍ତି। ସୁଭଦ୍ରା ଯୋଜନା ଅନ୍ତର୍ଗତ ଏହି  ତୃତୀୟ କିସ୍ତି କୁ ମିଶାଇ ମୋଟ୍ ୧୫ ହଜାର ଟଙ୍କା ଯାଏଁ ମହିଳା ମାନେ ଟଙ୍କା ପାଇବେ। ତେବେ ସ୍ବାବଲମ୍ବୀ ହେବା ପାଇଁ ଆରମ୍ଭ କରାଯାଇଥିବା ଏହି ଯୋଜନା ରେ କିଛି ମହିଳାଙ୍କ ୫ ଏକଡ ଜମି ଥାଇ ମଧ୍ୟ ଯୋଜନାର ଅନ୍ତର୍ଭୁକ୍ତ ଥିଲେ, ସେମାନଙ୍କ ଭଳି ଅନ୍ୟ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନା ରୁ ବାଦ ଦିଆ ଯାଇଛି। ଏହା ସହିତ ଯେଉଁ ମହିଳା ମାନେ ସୁଭଦ୍ରା ର କୌଣସି କିସ୍ତି ପାଇ ନାହାଁନ୍ତି ସେମାନଙ୍କର ଆଉ ଥରେ ସର୍ଭେ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ୨୧ ବର୍ଷ ହୋଇଥିଲେ ମହିଳା ମାନେ  ଆବେଦନ କରିପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done