ସରବାହାଲ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ୨୯ତମ'ଜ୍ଞାନ ବିଜ୍ଞାନ 'ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟଅତିଥି ଭାବରେ ଦୀପକ ଚନ୍ଦ୍ର ପଣ୍ଡା ଶୁଭ ଉଦ୍ଘାଟନ କରିଥିଲେ।
ପରିଚାଳନା ସମିତିର ସଭାପତି ଡଃ ସରୋଜ କୁଅଁ ର, ସମ୍ପାଦକ ସୁବତ୍ର ତ୍ରିପାଠୀ, କାର୍ଯ୍ୟକ୍ରମ ପରିଚାଳନା ଏବଂ କାଜଲ ଗୁହା ସମାରୋପରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ।ଆୟୋଜିତ ଏହି ମେଳାରେ ୨୮୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଅବସର ପ୍ରାପ୍ତ ଶିକ୍ଷକ ମିଥିଲେଶ ଝା, ରାମକୃଷ୍ଣ ପୁରୋହିତ, ପ୍ରଦୀପ ପଟେଲ, ମନୋଜ ପଟେଲ, ଆନନ୍ଦା ପାଣିଗ୍ରାହୀ, ସ୍ଵିକୃତି ମିଶ୍ର , ବବିତା ମିଶ୍ର, ରାଘବ ରଞ୍ଜନ ଦାଶ, ତେଜରାଜ ସାହୁ, ସ୍ନେହା ପ୍ରଧାନ, ସୁଶିଲ କୁମାର ପାତ୍ର ବିଚାରକ ଭାବରେ ଯୋଗଦେଇଥିଲେ। ଅଭିନାଶ ପାତ୍ର, ପ୍ରିତମ ସାମଲ, ଇନ୍ଦିରା ପ୍ରିୟଦର୍ଶନୀ, ସ୍ଵସ୍ତିକ ଦାସ,ଡିଲେ ଶ୍ଵରୀ ସାହୁ,ସିମରନ ଦାସ,ସୋନାଲି ମିଶ୍ର,ନୟନିକା ରଣା,ଦିବ୍ୟାଂଶ ମିଶ୍ର, ଶ୍ରୀୟାଦିତା ଦାଶ, ସ୍ଵୟଂ ଜିତ ମହାପାତ୍ର, ସାଇ ଶିବମ ବାରିକ, ପ୍ରତୀକ ଭଇଁଷା, ପ୍ରତ୍ୟାଷା ଦଳେଇ, ଶୁଭମ କୁମାର ସେଉଳ, ସାଇ ଶ୍ରେୟମ ରଥ, ତ୍ରିସା ସାହୁ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ପଟେଲ ଅତିଥିଙ୍କ ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିବା ସହ
ମଞ୍ଜୁଲତା ସାହୁ ବୃତ୍ତ ପଠନ, ଜ୍ୟୋତି ନାଏକ ସଂଯୋଜନା କରିଥିବାବେଳେ କବିତା ପଟେଲ,ମିନାକ୍ଷୀ ପଣ୍ଡା, ସୋନାଲି ପାଣ୍ଡେ,ନୀତୁ ନାଏକ, ଦୂରଦର୍ଶନୀ ସ୍ୱାଇଁ, ସରିତା ପଣ୍ଡା, ସୂଭଦ୍ରା ଦାସ ବରିଷ୍ଠ ଆଚାର୍ଯ୍ୟା ସଂଯୁକ୍ତ। ମେହେର ଓ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।
0 Comments