ପହଲଗାମ୍ ଆଟାକର ମାଷ୍ଟର ମାଇଣ୍ଡ୍ ହସିମ୍ ମୁସା ନିପାତ


 ଭାରତୀୟ ସେନା ର ବଡ ସଫଳତା | ପହଲଗାମ ଆତଙ୍କୀ  ଆକ୍ରମଣ ରେ  ସମ୍ପୃକ୍ତ ହାସିମ ମୂଷା ନିହତ |

ଭାରତୀୟ ସେନା ର ଅପରେସନ ମହାଦେବ ଅନ୍ତର୍ଗତ ପହଲଗାମ ଆତଙ୍କୀ ଆକ୍ରମଣ ରେ ସମ୍ପୃକ୍ତ  ତିନି ଆତଙ୍କବାଦୀ ମୃତ | ଶ୍ରୀନଗର ଘଂଚ ଘାଟି ଅଂଚଳରେ ଚାଲିଥିବା ଏହି ଅପରେସନ ମହାଦେବ ରେ ହାସିମ ମୂଷା , ସୁଲେମାନ ଏବଂ ୟାସିମ ଙ୍କୁ ଏନ୍କାଉଣ୍ଟର ଗରି ମାରିଛି ଭାରତୀୟ ସେନା | CRPF ଏବଂ ଜାମ୍ମୁ କାଶ୍ମୀର ପୋଲିସ ର ମିଳିତ ଉଦ୍ୟମରେ ଏହି ଅପରେସନ ସଫଳ ହୋଇଛି | ଏପ୍ରିଲ 22 ରେ ହୃଦୟ ବିଦାରକ ପହଲଗାମ ଆତଙ୍କୀ  ଆକ୍ରମଣ ରେ ଏହି ତିନି ଜଣଙ୍କ ମୁଖ୍ୟ ଭୂମିକା ଥିଲା |ପହଲଗାମ ଆକ୍ରମଣ ର 96 ଦିନ ପରେ ଭାରତୀୟ ସେନା ପ୍ରତିଶୋଧ ନେଇଛି |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done