ପାକିସ୍ତାନ ସେନା ଜମ୍ମୁ-କାଶ୍ମୀରର ରାଜୌରୀରେ ଗୁଳି ମାଡ କରିଥିଲା । ଫଳରେ ଜମ୍ମୁ-କାଶ୍ମୀରର ଜଣେ ଅଧିକାରୀଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଛି ।ପାକିସ୍ତାନ ଗୁଳି ନେଲା ଅଧିକାରୀ ଙ୍କ ଜୀବନ ।
ପାକିସ୍ତାନ ଗୁଳିରେ ମୃତ୍ୟୁ ହେଲା କାଶ୍ମୀର ର ଜଣେ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ।
ଅଧିକାରୀ ଜଣକ କାଶ୍ମୀର ରାଯୌରିର ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପା । ରାଜୌରୀ ଜିଲ୍ଲାରେ ଥିବା ସରକାରୀ କ୍ବାର୍ଟରରେ ପାକିସ୍ତାନ ଗୁଳି ମାଡ ହେବାରୁ ରାଜୌରୀର ଅତିରିକ୍ତ ଜିଲ୍ଲା ବିକାଶ କମିସନର ରାଜ କୁମାର ଥାପାଙ୍କ ସହ ଦୁଇ କର୍ମଚାରୀ ଗୁରୁତର ଆହତ ହେଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ରାଜକୁମାର ଥାପାଙ୍କ ମୃତ୍ୟୁ ହୋଇଛି . ପାକିସ୍ତାନ ର ଆତଙ୍କୀ ଆଡ୍ଡା ଉପରେ ଭାରତର ଆକ୍ରମଣ ହେବା ପରେ ପରେ ପାକିସ୍ଥାନ ସବୁ ନିୟମ ଉଲଂଘନ କରି କାଶ୍ମୀରକୁ ପଶି ରାଯୌରି ସ୍ଥିତ ଶ୍ରୀ ଥାପାଙ୍କ ଘରେ ଲଗାତାର ଗୁଳି ବର୍ଷା କରି ଥିଲା । ଏଥିରେ ଶ୍ରୀ ଥାପାଙ୍କ ମୃତ୍ୟୁ ହୋଇଛି ।
0 Comments