ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି । ମେ'୧୨ ରେ ହେବ ପରବର୍ତ୍ତୀ ଆଲୋଚନା।


ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି । ମେ'୧୨ ରେ ହେବ ପରବର୍ତ୍ତୀ ଆଲୋଚନା।ଭାରତ ପାକିସ୍ତାନ ଭିତରେ ଅସ୍ତ୍ର ବିରତି |ଏ ନେଇ ଏକ ଗଣମାଧ୍ୟମ ସମ୍ମିଳନୀ ରେ ସୂଚନା ପ୍ରକାଶ କଲେ ବୈଦେଶିକ ସଚିବ ବିକ୍ରମ ମିଶ୍ର |  ଅସ୍ତ୍ର ବିରତି  ପାଇଁ ଉଭୟ ଦେଶ ସାହାସମତି ପ୍ରକାଶ କରିଛନ୍ତି | ଜଳ ସ୍ଥଳ ଏବଂ ଆକାଶ ତିନି କ୍ଷେତ୍ରରେ ହେବ ଅସ୍ତ୍ର ବିରତି | ଆଜି ଅପରାହ୍ନ 3 ଟା 55 ରେ DGMO ସ୍ତରୀୟ କଥାବାର୍ତ୍ତା ହୋଇଥିଲା ଉଭୟ ଦେଶରେ |7 ମଇ ରୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ରେ ଆଜି  ଅସ୍ତ୍ର ବିରତି ଲାଗିଛି | ତେବେ ଏ ପର୍ଯ୍ୟନ୍ତ ଯୁଦ୍ଧ ବିରତି ର କୌଣସି ସୂଚନା ଆସି ନାହିଁ || ପୁଣି ଥରେ ୧୨ ମଇ କୁ ଉଭୟ ଦେଶ ମଧ୍ୟରେ ପୁଣି ଥରେ ବୈଠକ ଅନୁଷ୍ଠିତ ହେବ ବୋଲି ଭାରତୀୟ ସାମରିକ ଅଭିଯାନ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done