ସୋସିଆଲ ମିଡ଼ିଆରେ ଦେଶ ବିରୋଧୀ ପୋଷ୍ଟ କଲେ ଆକାଉଣ୍ଟ ହେବ ବ୍ଲକ | ଭାରତ ପାକିସ୍ତାନ ମଧ୍ୟରେ ଏବେ ଯେକୌଣସି ସମୟରେ ଯୁଦ୍ଧ ହେବାର ସମ୍ଭାବନା ରହିଛି | ତେବେ ଏଭଳି ସମୟରେ ଦେଶ ଭିତରେ ଯେଉଁ ମାନେ ଆଭ୍ୟନ୍ତରୀଣ ଟାର୍ଗେଟ କରିବେ ଦେଶ କୁ ସେମାନଙ୍କ ବିରୁଦ୍ଧରେ ନିଅ ଯିବ କଡା କାର୍ଯ୍ୟାନୁଷ୍ଠାନ |ସବୁ ରାଜ୍ୟ କୁ ଏ ନେଇ ନିର୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ ,ସବୁ ସୋସିଆଲ ମିଡ଼ିଆ ଉପରେ ନଜର ରଖିବାକୁ ନିର୍ଦେଶ | ଦେଶ ବିରୋଧୀ , ଦେଶ ସୁରକ୍ଷା ଵିରୋଧି ଯେକୌଣସି  ସୋସିଆଲ ମିଡ଼ିଆରେ  ଆସିଲା ତାକୁ ସିଧା ସଳଖ ବ୍ଲକ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ସରକାଙ୍କୁ ଆଦେଶ ଦେଇଛନ୍ତି |