ଲାହୋର ରେ ଅଦୃଶ୍ୟ ଆକ୍ରମଣ | ପାକିସ୍ତାନ ର ଲାହୋର ରେ ତିନି ତିନି ଟି ବୋମା ବିସ୍ଫୋରଣ ହେଇଛି | କିଏ ଆକ୍ରମଣ କରିଛି ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି | ତେବେ ପ୍ରତ୍ୟକ୍ଷ ଦର୍ଶୀ ଙ୍କ ଅନୁଯାଇ ତିନିଟି ବୋମା ଆସି ବଡ ବିସ୍ଫୋରଣ ଘଟାଇଛି ଲାହୋର ସହର ରେ , ଏ ନେଇ ସେଠାରେ ସାଇରନ ବାଜିଥିବା ନେଇ ମଧ୍ୟ ସୂଚନା ମିଳିଛି | ଲାହୋରର ବ୍ଲାଟନ ରୋଡ୍ରେ ହେଇଛି ଏହି ବିସ୍ଫୋରଣ|ଗୋଟିଏ ପଟେ ପାକିସ୍ତାନୀ ସେନା ଗାଡି ଉପରେ ଆକ୍ରମଣ ରେ 12 ଜଣ ପାକିସ୍ତାନୀ ସେନା ର ମୃତ୍ୟୁ ଘଟିଥିବା ବେଳେ ସେପଟେ ଲାହୋର ରେ ବଡ ବିସ୍ଫୋରଣ | ହାଇ ଏଲର୍ଟ ରେ ରହିଛି ପାକିସ୍ତାନ |ଏବେ ଇସଲାମାବାଦ ଏୟାରପୋର୍ଟ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ୩ଟି ସ୍ଥାନରେ ମିସାଇଲ୍ ମାଡ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି, କିନ୍ତୁ ଏହି ଆକ୍ରମଣ କିଏ କରିଛି ତାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।
0 Comments