ପାକିସ୍ଥାନ ଛାଡ଼ିବା ପାଇଁ ନିଜ ନାଗରିକଙ୍କୁ ଦେଲେ ନିର୍ଦ୍ଦେଶ ।
ପାକିସ୍ଥାନ ରେ ରହୁଥିବା ଆମେରିକୀୟ ମାନେ ଶୀଘ୍ର ପାକିସ୍ଥାନ ଛାଡ଼ ନଚେତ୍ ନିଜ ଜୀବନ ରକ୍ଷା ପାଇଁ ନିଜେ ଚିନ୍ତା କରିବା ପାଇଁ ନିର୍ଦ୍ଦେଶ ।
ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଟ୍ରମ୍ପ ଅପିଲ୍ କଲେ ନିଜ ଆମେରିକୀୟ ନାଗରିକ ମାନଙ୍କୁ ।
ଆମେରିକା ସରକାର ନିଜ ନାଗରିକ ଙ୍କୁ ପାକିସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲାହୋର ରେ ଘନ ଘନ ଆକ୍ରମଣ ପରେ ଆମେରିକା ସରକାର ପକ୍ଷରୁ ପାକିସ୍ଥାନ ଛାଡ଼ିବାକୁ ଅପିଲ କରାଯାଇଛି । ଆମେରିକାର ଯେଉଁ ନାଗରିକ ମାନେ ପାକିସ୍ଥାନରେ ଅଛନ୍ତି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଆମେରିକୀୟ ସରକାରୀ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ପାକିସ୍ଥାନ ଯୁଦ୍ଧରେ ଆମେରିକା ନିଜ ନାଗରିକ ମାନଙ୍କୁ ନେଇ ଚିନ୍ତାରେ ଅଛନ୍ତି । ଯେତେ ଶୀଘ୍ର ପାକିସ୍ଥାନ ଛାଡ଼ିବା ଆଉ ଯଦି ପାକିସ୍ଥାନ ନ ଛାଡୁଛ ତେବେ ନିଜକୁ ବଞ୍ଚାଇବା କଥା ଚିନ୍ତା କରିବା ପାଇଁ ଆମେରିକା ଅପିଲ୍ କରିଛି ।
0 Comments