ଲାହୋର ଆର୍ମି କ୍ୟାମ୍ପରେ ଆକ୍ରମଣ


 ଭାରତ ପକ୍ଷରୁ ଜୋରଦାର୍ ରେ ଚାଲିଛି ଆକ୍ରମଣ । 

ଲାହୋର ଆର୍ମି କ୍ୟାମ୍ପ ଏବଂ କ୍ୟାଣ୍ଟ ରେ ଡ୍ରୋନ୍ ରେ ଆକ୍ରମଣ କରାଯାଇଛି 

ପାକିସ୍ତାନ ସେନାର ଏୟାର୍ ଡିଫେନ୍ସ ସିଷ୍ଟମ୍ କୁ ଭାରତ ସମ୍ପୂର୍ଣ୍ଣ ଭାବେ ଧ୍ଵଂସ କରିସାରିଛି । କରାଚି ଆର୍ମି ବେସ୍ ନିକଟରେ ବଡ଼ ଧରଣର ବିସ୍ପୋରଣ କରାଯାଇଛି । ଭାରତ ସେନା ପକ୍ଷରୁ ଏହା କରାଯାଇଥିବା ବେଳେ ଆର୍ମି ବେସ୍ ପରିସର ସମ୍ପୂର୍ଣ୍ଣ ଭାବରେ ସିଲ୍ କରାଯାଇଛି । ଭାରତ ସମ୍ପୂର୍ଣ୍ଣ ପାକିସ୍ତାନକୁ ନିଜ ଆୟତ୍ତ ରେ ରଖି ଆକ୍ରମଣ କରି ଚାଲିଥିବା ବେଳେ ପାକିସ୍ତାନ ଥରହର ହୋଇ ଉଠିଛି । ପାକିସ୍ତାନର ଗୋଟିଏ ଭୁଲ ପାଇଁ ସାରା ପାକିସ୍ତାନରେ ଭାରତର ବିସ୍ପୋରଣ ଉପରେ ବିସ୍ପୋରଣ ଜାରି ରହିଛି । ଆଉ ଏହା ବର୍ତ୍ତମାନ ସରିବ ନାହିଁ ଏହା ଆଗକୁ ଜାରି ରହିବ । ପାକିସ୍ତାନର ଧମକ ପରେ ଆହୁରି ଆକ୍ସନ୍ ମୋଡ୍ କୁ ଆସିଛି ଭାରତ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done