ଆରମ୍ଭ ହେଲା ଭାରତ ପାକିସ୍ତାନ ଯୁଦ୍ଧ ।
ପାକିସ୍ତାନ ଏବଂ POK ରେ ଭାରତର ଆକ୍ରମଣ ।
ଅଧ ରାତିଆ ଆରମ୍ଭ ହେଲା ଭାରତ ଅପରେସନ ସିନ୍ଦୂର ।
ପାକିସ୍ତାନ ରେ ଥିବା ଆତଙ୍କି ଶିବିର ମାନଙ୍କରେ ଭାରତ ପକ୍ଷରୁ ଏୟାର୍ ଷ୍ଟ୍ରାଇକ୍ ।
ପାକିସ୍ତାନ ରେ ପଶିଲା ରାଫେଲ୍ । କିଛି ସମୟ ମଧ୍ୟ ଧ୍ବସ୍ତ ହେଲା ଅନେକ ଅତଙ୍କୀଙ୍କ ଆଶ୍ରୟ ସ୍ଥଳୀ ।
ବର୍ତ୍ତମାନ ସୁଦ୍ଧା ୯୦ ରୁ ଅଧିକ ଆତଙ୍କୀ ହେଲେ ନିପାତ୍ ।
ମଧ୍ୟ ରାତିରେ 'ଅପରେସନ ସିନ୍ଦୂର' ଆରମ୍ଭ କଲା ଭାରତୀୟ ସେନା ।
ପାକ୍ ଅଧିକୃତ କାଶ୍ମୀର PoK ର ୯ଟି ଆତଙ୍କୀ ଶିବିର ଉପରେ ଆରମ୍ଭ ହେଲା ଆକ୍ରମଣ ।
ମଧ୍ଯ ରାତିରେ 'ଅପରେସନ ସିନ୍ଦୂର' ଆରମ୍ଭ କରି ଥିଲା ଭାରତୀୟ ସେନା । ପାକ୍ ଅଧିକୃତ କାଶ୍ମୀର PoK ର ୯ଟି ଆତଙ୍କୀ ଶିବିର ଉପରେ ଆରମ୍ଭ ଆକ୍ରମଣ କରିଥିଲା ଭାରତୀୟ ସେନା । ଭାରତୀୟ ସେନାର ସୂଚନା ଅନୁସାରେ, ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକମ୍ରଣ କରାଯାଇ ନାହିଁ । ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଭାରତ ପଦକ୍ଷେପ ନେଇଛି । ପାକିସ୍ତାନ ଭାରତର ପହଲଗାମ ଉପରେ କରିଥିବା ଆକ୍ରମଣରେ ଅନେକ ମହିଳାଙ୍କ ମଥାରୁ ସିନ୍ଦୁର ହଜି ଯାଇଥିଲା ଆଉ ଆଜି ମହିଳାଙ୍କ ମଥାରୁ ହଜି ଯାଇଥିବା ସେହି ସିନ୍ଦୂର ର ବଦଲା ପାଇଁ ଅପେରସନ ସିନ୍ଦୂର ମାଧ୍ୟମରେ ଭାରତ ପାକିସ୍ତାନ ଠାରୁ ବଦଲା ନେଇଛି । ପାକିସ୍ତାନ ଆତଙ୍କୀ ଶିବିର ଉପରେ ମିସାଇଲ ଆଟାକ କରି ପହଲଗାମ ଆତଙ୍କି ଆକ୍ରମଣର ଜବାବ ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୯୦ ରୁ ଅଧିକ ଅତଙ୍କି ନିପାତ ହୋଇଥିବା ସୂଚନା ରହିଛି । ପାକିସ୍ତାନ କହୁଥିଲା କେଉଁଠି ଭାରତ ଆକ୍ରମଣ କରିବ ଆମେ ଦେଖିବୁ ଆଉ ଆଜି ଏହି ଅପରେସନ ସିନ୍ଦୂର ସାରା ବିଶ୍ବ ଦେଖୁଛି । ଭାରତ ସହିତ ଶତ୍ରୁତା କରିବା ଭାରି ପଡ଼ିଛି ପାକିସ୍ତାନକୁ । ପାକିସ୍ତାନ ଏବେ ଡରରେ ଥରୁଛି ।
0 Comments