ଝାରସୁଗୁଡ଼ାରେ ପୁଣି କ୍ରାଇମବ୍ରାଞ୍ଚର ତନାଘନା : ଝାରସୁଗୁଡ଼ା କୋର୍ଟରେ କ୍ରାଇମବ୍ରାଞ୍ଚ
ବହୁ ଚର୍ଚ୍ଚିତ ନବ ଦାସ୍ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦ୍ଵିତୀୟ ପର୍ଯ୍ୟୟରେ ଝାରସୁଗୁଡ଼ାରେ ପହଞ୍ଚି ପୁନଃ ତଦନ୍ତ ଆରମ୍ଭ ହୋଇଛି। ଆଜି ଦ୍ୱିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକ ଝାରସୁଗୁଡ଼ା କୋର୍ଟରେ ପହଞ୍ଚିଛନ୍ତି । କ୍ରାଇମବ୍ରାଞ୍ଚର ଫାଇନାଲ୍ ଚାର୍ଟ ସିଟ ଦାଖଲ କରିବା ନେଇ ଆଲୋଚନା । ପୂର୍ବରୁ କ୍ରାଇମବ୍ରାଞ୍ଚର ପ୍ରାଥମିକ ଚାର୍ଟ ସିଟ ଦାଖଲ ହୋଇଛି । ପ୍ରାଥମିକ ଚାର୍ଟ ସିଟର ଅଧାରରେ ଚାଲିଥିଲା ଶୁଣାଣି ପ୍ରକ୍ରିୟା ।ଏହି ତଦନ୍ତ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଆଉ କାହାକୁ ଜେରା କରିବ ସେନେଇ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି।
0 Comments