ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା କାରାଗାର ରେ ଚକ୍ଷୁ ଚିକିତ୍ସା ଶିବିର....
ଅନୁଷ୍ଠିତ ହୋଇଯାଇଛି, ଏହି ଶିବିର ରେ ହରାହାରି ଚି଼ହ୍ନଟ ହୋଇ ଥିବା 35ଜଣ ଚକ୍ଷୁ ରୋଗୀ ଙ୍କ ର ପରୀକ୍ଷା କରଯାଇଛି, ଯୋଉଁ ମାନଙ୍କର ଚଷମା ର ଆବଶ୍ୟକତା ଅଛି ସଂସ୍ଥା ତରଫରୁ ରୁ ତାହା ମାଗଣା ରେ ଯୋଗାଇ ଦିଆଯିବ, ସେହିପରି ଦୀର୍ଘ ଏକ ମାସ ଧରି ଜିଲ୍ଲା କାରାଗାର ରେ ଇ ଜେ ଭି ପକ୍ଷରୁ ଯୋଗ, ଧ୍ୟାନ ଅଭ୍ୟାସ ସହ ମନକୁ ଶାନ୍ତ ରଖିବା ଓ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବା ପାଇଁ ଆଧ୍ୟାତ୍ମିକ ଜ୍ଞାନ ବାଣୀ ଦ୍ଵାରା ବୁଝା ଯାଉଛି, ଏହି କାଯ୍ୟ କ୍ରମ ମାନ ଚାଲୁଛି ଆଗକୁ ମଧ୍ୟ ଚାଲୁ ରହିବ,, ଏହି କାର୍ଯ୍ୟକ୍ରମ କୁ ବିଶେଷ ଭାବେ ରାଜେଶ ପାଢ଼ୀ, ଲୋକନ ଦେବତା, ମାନସୀ ପଣ୍ଡା, ଗଙ୍ଗାଧର ମେହେର, ପବିତ୍ର ସ୍ୱାଇଁ, ପୂନମ ପଟେଲ ପରିଚାଳନା କରୁଛନ୍ତି, ଚକ୍ଷୁ ଶିବିର ଟି ତ୍ରିଲୋଚନ ନେତ୍ରାଳୟ ସହଯୋଗ ଦ୍ଵାରା ଦ୍ଵାରା ପରି ଚାଳିତ ହୋଇ ଥିଲା,
0 Comments