ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା


 ସରକାରୀ ପାଇଁ ରହିଥିବା ଆଶାୟୀ ମାନଙ୍କ ପାଇଁ ବଡ ଖୁସି ।

ରାଜ୍ୟ କ୍ୟାବିନେଟ ବୈଠକରେ ସରକାର ସରକାରୀ ଚାକିରି ପାଇଁ ବୟସ ସୀମା ବଢାଇଲେ ।

ପ୍ରଥମେ ବୟସ ସୀମା ଥିଲା ୩୨ ବର୍ଷ ଆଉ ଏବେ ଏହା ୪୨ ବର୍ଷ ବୟସକୁ ବୃଦ୍ଧି କରାଯାଇଛି । 

ରାଜ୍ୟ କ୍ୟାବିନେଟରେ ବୈଠକ ପରେ ରାଜ୍ୟରେ ଥିବା ସରକାରୀ ଚାକିରି ଆଶାୟୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । କାରଣ ଏହାର ବୟସ ସୀମା ୩୨ ଥିବା ବେଳେ ଅନେକ ଆଶାୟୀ ସରକାରୀ ଚାକିରି ପାଇଁ ପରୀକ୍ଷା ଦେଇ ନ ପାରିବାର ଚିନ୍ତି ପଶି ରହିଥିଲା । ହେଲେ ସମସ୍ତ ଦିଗକୁ ଦେଖିବା ପରେ ରାଜ୍ୟ ସରକାର ଏହି ବୟସ ସୀମା ୪୨ କୁ ବୃଦ୍ଧି କରିଛନ୍ତି । ଏହା ପରେ ଆଶାୟୀ ମାନେ ଏବେ ଚାକିରୀ ପାଇଁ ପ୍ରସ୍ତୁତି ବିନା କିଛି ଚିନ୍ତାରେ କରି ପାରିବେ ଏବଂ ନିଜ ସ୍ବପ୍ନ ପୂରଣ କରିପାରିବେ । ବୟସ ସୀମା ୩୨ ବର୍ଷ ଥିବା ସମୟରେ ବହୁ ଆଶାୟୀ ପ୍ରାର୍ଥୀ ପତ୍ର ଦାଖଲ କରିବାରେ ବାଦ୍ ପଡ଼ି ଥାନ୍ତେ କିନ୍ତୁ ଏବେ ସମସ୍ତ ଆଶାୟୀ ୪୨ ବର୍ଷ ବୟସ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done