ଭାରତ ବନିଲା ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି


 ଭାରତ ଏବେ ବିଶ୍ୱର  ର ଚତୁର୍ଥ ବୃହତ୍ତମ ଅର୍ଥନୀତି| ଜାପାନ କୁ ପଛରେ ପକାଇ ଏବେ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିଛି | ଆହୁରି ୨.୫-୩ ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବୁ ବୋଲି  ଶ୍ରୀଯୁକ୍ତ  ସୁବ୍ରମଣ୍ୟମ କହିଛନ୍ତି |

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଏପ୍ରିଲରେ ପ୍ରକାଶିତ ଏହାର ବିଶ୍ୱ ଅର୍ଥନୈତିକ ଆଉଟଲୁକ୍ (WEO) ରିପୋର୍ଟରେ କହିଥିଲା ​​ଯେ ଭାରତ 2025 ମସିହାରେ 4.19 ଟ୍ରିଲିୟନ ଡଲାର GDP ସହିତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହେବ ବୋଲି ଆଶା କରାଯାଉଛି, ଯାହା ଜାପାନକୁ ପଛରେ ପକାଇ ଦେବ| ଏବଂ ତାହା ଆଜି ସତ ହୋଇଛି |

2025 (FY26) ପାଇଁ ଭାରତର GDP 4.187 ବିଲିୟନ ଡଲାର ଛୁଇଁଛି |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done