ଭଗବାନ ପର୍ଶୁରାମ ଜୟନ୍ତୀ ଅବସରରେ ସରବାହାଲ ସ୍ଥିତ ପର୍ଶୁରାମ ମନ୍ଦିରରେ ପାଳନ


 ଆଜି ଭଗବାନ ପର୍ଶୁରାମ ଜୟନ୍ତୀ ଅବସରରେ ସରବାହାଲ ସ୍ଥିତ ପର୍ଶୁରାମ ମନ୍ଦିରରେ ପାଳନ କରଯାଇଥିଲା। ଏହି ଅବସରରେ ପୂଜା, ହୋମ, ମହା ଆରତୀ ଓ ପୁଷ୍ପାଞ୍ଜଳି ଆଦି ପୂଜା କରାଯାଇଥିଲା। ଶ୍ରୀ କିଶୋର ପାଢ଼ୀ ସପନ୍ତିକ କର୍ତ୍ତା ଦାୟିତ୍ଵ ତୁଲାଇ ଥିଲେ । ଆଜିର କାର୍ଯ୍ୟକ୍ରମ ରେ ବ୍ରାହ୍ମଣ ସମାଜ ର ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । 

ଆଜିର ପୂଜା ରେ ବ୍ରାହ୍ମଣ ସମାଜ ର ସଭାପତି ରବୀନ୍ଦ୍ର ଦୀକ୍ଷିତ ସାଧାରଣ ସମ୍ପାଦକ ହିମାଂଶୁ ବଡ଼ପଣ୍ଡା ସମେତ ପିଣ୍ଟୁ ପାଢ଼ୀ, ଶରତ ତ୍ରିପାଠୀ, ବାଲଗୋବିନ୍ଦ ମିଶ୍ର, ଆଦିତ୍ୟ ପୁଝାରୀ, ଅଶୋକ ପାଢ଼ୀ , ପ୍ରଶାନ୍ତ ନନ୍ଦ, ରାଜେଶ ପାଢ଼ୀ ପ୍ରଭୁତି ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done