ବ୍ରଜରାଜନଗର ପୌର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ କୃଷ୍ଣ ଗୋପାଳ ସିତାନି


 ବ୍ରଜରାଜନଗର ର ନଗରପାଳ ଭାବେ  ଭାର ଗ୍ରହଣ କଲେ କୃଷ୍ଣଗୋପାଳ ସିତାନୀ। 

ବ୍ରଜରାଜନଗର ପୂର୍ବତନ ନଗରପାଳ ଯଜ୍ଞାସେନି ଓରାମ ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୁ ହାଇକୋର୍ଟ ମାନ୍ୟ କରିଥିବା ବେଳେ ଏବେ ବ୍ରଜରାଜନଗର ର ଉପନଗରପାଳ କୃଷ୍ଣଗୋପାଳ ସିତାନୀ ଭାରପ୍ରାପ୍ତ ନଗରପାଳ ରୂପେ କାର୍ଯ୍ୟ କରିବାକୁ ଆଜି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାଜ୍ଞସେନୀ ଓରାମଙ୍କ ବିରୋଧରେ ୨୩ଜଣ କାଉନସିଲରଙ୍କ ମଧ୍ୟରୁ ୨୨ ଜଣ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ପଦବିରୁ ହଟିଥିବାରୁ କୃଷ୍ଣଗୋପାଳ ସିତାନୀ ବ୍ରଜରାଜନଗର ର ନୂତନ ନଗରପାଳ ଭାବେ ଭାର ଗ୍ରହଣ କରିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done