ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ହାଇକୋର୍ଟ ର ନୋଟିସ।ଆସନ୍ତା ସେପ୍ଟେମ୍ବର ମାସ ୨୩ ତାରିଖ ସୁଦ୍ଧା ହାଇକୋର୍ଟ ରେ ହାଜର ହୋଇ ଜବାବ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଗତ ଜୁଲାଇ ମାସ ରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ଟଙ୍କଧର ତ୍ରିପାଠୀ ଦାଖଲ କରିଥିବା ସତ୍ୟପାଠ ରେ ବହୁ ତଥ୍ୟ ଲୁଚାଇ ଥିବା ନେଇ ଅଭିଯୋଗ କରି ହାଇକୋର୍ଟ ର ଦ୍ଵାରସ୍ତ ହୋଇଥିଲେ ।ତେବେ ଏହି ମାମଲା କୁ ବିଚାର କରି ଆଜି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ଦିନ ୧୧ ବେଳେ ହାଇ କୋର୍ଟ ନୋଟିସ ଜାରି କରି ଆଗାମୀ ସେ୍ଟେମ୍ବରରେ ମାସ ୨୩ ତାରିଖ ସୁଦ୍ଧା ରିପୋର୍ଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
0 Comments