ବ୍ରଜରଜନଗର ପୌରାଞ୍ଚଳ ଅନ୍ତର୍ଗତ ଜି ଏମ କମ୍ପ୍ଲେକ୍ସ ରେ ଥିବା ଡି ଏ ଭି ପବ୍ଲିକ ସ୍କୁଲ ର ଚଳିତ ବର୍ଷ ସି ବି ଏସ ସି ପରୀକ୍ଷାରେ ସତ ପ୍ରତିଶତ ପାସ କରିଛନ୍ତି ମୋଟ 92ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ସାକ୍ଷୀ ଗୁପ୍ତା 97.ନମ୍ବର ରଖି ପାସ କରିଛନ୍ତି ସହରରେ ଥିବା ଶିକ୍ଷା ନିକେତନ ସ୍କୁଲ ଡାନିଏଲ ସ୍କୁଲ ଓ ବିଲିଭାର୍ସ ଚୂର୍ଚ୍ଚ ସ୍କୁଲ ର ଛାତ୍ରୀ ଛାତ୍ର ମାନେ ମଧ୍ୟ ସି ବି ଏସ ସି ପରୀକ୍ଷା ଦେଇଥିଲେ ବ୍ରଜରଜନଗର ଅଂଚଳରୁ ସାକ୍ଷୀ ଗୁପ୍ତା ଟପର ହୋଇ ଥିବାରୁ ବିଦ୍ୟାଳୟ ଓ ଏମ ସି ଏଲ ତରଫରୁ ମଙ୍ଗଳ ବାର ସାକ୍ଷୀଙ୍କୁ ସମ୍ମାନିତ ଜରାଯାଇଛି ମହା ନଦୀ କୋଲ ଫିଲଡ ର ଇବ ଭ୍ୟାଲି କ୍ଷେତ୍ର ମହା ପ୍ରବନ୍ଧକ ଅବୋଧ କିଶୋର ପାଣ୍ଡେ ଙ୍କ ନିର୍ଦେଶ କ୍ରମେ ଏରିଆ ପର୍ଶନଲ ମ୍ୟାନେଜର ବାମସି କ୍ରିଷ୍ଣା ସାକ୍ଷୀଙ୍କୁସମ୍ବର୍ଦ୍ଧନା ଦେବା ସହିତ ତାଙ୍କ ବାପା ସଞ୍ଜୟ ଗୁପ୍ତା ଓ ମା ନିତୁ ଗୁପ୍ତା ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ବାପ ମା ଙ୍କ ଆଶୀର୍ବାଦ ତାଙ୍କୁ ସଫଳତା ର ଶୀର୍ଷରେ ପହଞ୍ଚାଇଛି ବୋଲି ସାକ୍ଷୀ ପ୍ରକାଶ କରିଛନ୍ତି
0 Comments