Home
Notification
Home
Crime
Jharsuguda News
Entertainment
Health
National
Politics
Sports
Astrology
International
More
_Economy
_Education
_Literature
_Weather
__Culture
Home
ODISHA NEWS
ଝାରସୁଗୁଡ଼ାରେ ଗୋଟିଏ ପରିବାରର ୩ ଜଣଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଝାରସୁଗୁଡ଼ାରେ ଗୋଟିଏ ପରିବାରର ୩ ଜଣଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
Viral
May 09, 2024
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବାଣୀପାହାଡ଼ରୁ ଆସିଛି ବଡ଼ ଖବର । ଲଖନପୁର ଥାନା ଅନ୍ତର୍ଗତ ବାଣୀପାହାଡ଼ ଖେଳ ପଡିଆରୁ ତିନି ମୃତ ଦେହ ଉଦ୍ଧାର କରାଯାଇଛି । ଏହି ତିନି ମୃତ ଦେହ ବାପା ମାଁ ଏବଂ ଝିଅ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକ ମାନେ ଓରିଏଣ୍ଟ ଥାନା ଅଞ୍ଚଳର ବୋଲି ଜଣାପଡିଛି । ଏହି ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ମୃତ ଦେହ କେଉଁଠୁ ଆସିଲା ତାକୁ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି । ଘଟଣାର ଖବର ପାଇବା ପରେ ଲଖନପୁର ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଉକ୍ତ ମୃତ ଦେହ ଗୁଡ଼ିକୁ ଜବତ୍ କରିବା ପରେ ତଦନ୍ତ ଆରମ୍ଭ କରିଦେଇଛି । ଏହି ତଦନ୍ତରେ ଫରେନ୍ସିକ୍ ଟିମ୍ ମଧ୍ୟ ସାମିଲ୍ ରହିଛି । ତେବେ ଏହି ତିନି ଜଣ ଆତ୍ମହତ୍ୟା କରିଛନ୍ତି ନାଁ କେହି ତାଙ୍କୁ ହତ୍ୟା କରି ଏହି ଖେଳ ପଡିଆରେ ଫୋଫାଡ଼ି ଦେଇଛି ତାହା ସନ୍ଦେହଘେରରେ ରହିଛି । ଲଖନପୁର ପୋଲିସ୍ ଏବଂ ଫରେନ୍ସିକ୍ ଟିମ୍ ଘଟଣାର ସତ୍ୟତା ସାମ୍ନାକୁ ଆଣିବା ପାଇଁ ତଦନ୍ତ ଜାରି ରଖିଛନ୍ତି
Post a Comment
0 Comments
Contact Form
Name
Email
*
Message
*
Search This Viral Jharsuguda
Social Plugin
Ad
Ad
Popular Posts
Jharsuguda Yuva Sangh Submits Memorandum to District Collector Demanding Statue of Late Sri. Kishore Kumar Mohanty.*
April 10, 2026
ଝାରସୁଗୁଡ଼ାଠାରେ ଅଣ-କ୍ୟାଡର ପ୍ରସିକ୍ୟୁଟରମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର*
April 11, 2026
On the occasion of Hanuman Janmautsav & Pana Sankranti (Odia New Year) a Sobhayatra was organised by Sri Ram Sena, Brajrajnagar
April 15, 2026
ODISHA LATEST NEWS
3/ODISHA NEWS/post-list
Categories
COVID-19
1
CRIME
5
EDUCATION
2
ENTERTAINMENT
3
HEALTH
3
NATIONAL
27
ODISHA NEWS
1164
POLITICS
24
SPORTS
1
WEATHER
1
Tags
COVID-19
CRIME
EDUCATION
ENTERTAINMENT
HEALTH
NATIONAL
ODISHA NEWS
POLITICS
SPORTS
WEATHER
Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.
Done
0 Comments