ବନହରପାଲି ଥାନାରେ OPGC କର୍ତ୍ତୃପକ୍ଷ ବିପକ୍ଷ ରେ FIR ଦିଆ


 ଗତ କାଲି OPGC ଅବହେଳା ଯୋଗୁଁ ରୁ 3 ନମ୍ବର ପାଉଁଶ ପୋଖରୀ ଭାଙ୍ଗି ଯିବାରୁ କୁମ୍ଭାରବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟାଟିକରା, ଶ୍ରଦ୍ଧାପାଲି ଓ ରେଙ୍ଗାଲି ଗ୍ରାମ ଜନସାଧାରଣ ବିପୁଳ ପରିମାଣ ର କ୍ଷୟ କ୍ଷତି ହୋଇଅଛି ଓ ତାଙ୍କର ଜୀବନ ଜୀବିକା ମଧ୍ୟ ହାନି ହୋଇଅଛି  | ଏହି ଅଘଟଣ ସମ୍ପୂର୍ଣ ଭାବରେ OPGC କର୍ତ୍ତୃପକ୍ଷ ଙ୍କ ଅଣଦେଖା , ବେପରୁଆ ଓ ଅବହେଳା ଯୋଗୁଁ ରୁ ଘଟିଛି, ଏହି ସବୁ ବିଷୟ ବସ୍ତୁ ସମ୍ବନ୍ଧେ ଆଜି ଭାରତୀୟ ଜନତା ପାର୍ଟି ର ଜ଼ିଲ୍ଲା ଉପସଭାପତି ଶ୍ରୀ ପିତାମ୍ବର ମିଶ୍ର ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ଓ ତିନି ଗୋଟି ଗ୍ରାମ ର ବାସି ବନହରପାଲି ଥାନା ଠାରେ OPGC କର୍ତ୍ତୃପକ୍ଷ ବିପକ୍ଷ ରେ FIR ଦିଆ ଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done