ଝାରସୁଗୁଡା ସ୍ଥିତ ସର୍କିଟ ହାଉସ ଠାରେ ବିଜେପି ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି


  ଝାରସୁଗୁଡା ସ୍ଥିତ ସର୍କିଟ ହାଉସ ଠାରେ ଏକ ଜରୁରୀ କାଳୀନ ବୈଠକ ଜ଼ିଲ୍ଲା ଉପ ସଭାପତି ଶ୍ରୀ ସଞ୍ଜୟ ସିଂ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି | ମୋଦି ସରକାର ଙ୍କ ର ସଫଳ 9 ବର୍ଷ ପୂର୍ତ୍ତି ଅବସରରେ  ଜ଼ିଲ୍ଲା ରେ ଚାଲୁଥିବା ମହାସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ର ସମୀକ୍ଷା ବୈଠକ ରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଓ ଓଡିଶା ପ୍ରଦେଶ ପ୍ରଭାରୀ Smt. D. Purendeswari ଯୋଗ ଦେଇ ଜ଼ିଲ୍ଲା ରେ 1 ମାସ ଧରି ଚାଲୁଥିବା ମହାସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଲୋକ ସଭା ସ୍ତରୀୟ, ବିଧାନସଭା ସ୍ତରୀୟ ଓ ମଣ୍ଡଳ ସ୍ତରୀୟ କମିଟି ନେଇ ବୈଠକ କରିଥିଲେ |

କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ

1)ବରଗଡ ସାଂସଦ ସୁରେଶ ପୂଜାରୀ

2)ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ

3)ଜ଼ିଲ୍ଲା ଉପସଭାପତି ଶ୍ରୀ ପିତାମ୍ବର ମିଶ୍ର

4) ଜ଼ିଲ୍ଲା ଉପ ସଭାପତି ଶ୍ରୀ ସାମଲ ନାଏକ

5)ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା

6) ଜ଼ିଲ୍ଲା ସାଧାରଣ ସମ୍ପାଦକ ବିମଳେନ୍ଦୁ ଭୋଲ

7) ଜ଼ିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାଏ

8) ଜ଼ିଲ୍ଲା ଉପ ସଭାପତି ଶ୍ରୀ ନୱଲ ଅଗ୍ରୱାଲ

9) ଜ଼ିଲ୍ଲା ସମ୍ପାଦକ ସଞ୍ଜୟ ସାଲୁଜା

10) ଜ଼ିଲ୍ଲା ଉପସଭାପତି ନେତାଜୀ ପଟନାଏକ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done