ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବ୍ୟାଗ୍ ।


 ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବ୍ୟାଗ୍ ।  

ଶୀଘ୍ର ବଣ୍ଟନ ପାଇଁ DEO ଏବଂ DCP ଙ୍କୁ ଓସେପାର ଚିଠି । 

ବ୍ଲକ ସ୍ତରରୁ ଓସିକ୍ ଯୋଗେଇ ଦେବା ନୂଆଁ ସ୍କୁଲ୍ ବ୍ୟାଗ୍ । 

ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନୂଆଁ ସ୍କୁଲ୍ ବ୍ୟାଗ୍ ଯୋଗେଇ ଦେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତି ନିଆଯାଇଛି । ଖୁବ୍ ଶୀଘ୍ର ଛାତ୍ରଛାତ୍ରୀ ମାନଙ୍କୁ ଏହି ସ୍କୁଲ୍ ବ୍ୟାଗ୍ ଯୋଗେଇ ଦିଆଯିବ । ଓସେପା ପକ୍ଷରୁ ଶୀଘ୍ର ବ୍ୟାଗ୍ ବଣ୍ଟନ ପାଇଁ ଡିଇଓ ଏବଂ DCP ଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ବ୍ଲକ ସ୍ତରରୁ ଓସିକ୍ ଏହି ବ୍ୟାଗ୍ ଯୋଗେଇ ଦେବ ବୋଲି ମଧ୍ୟ ସୂଚନା ରହିଛି । ତେବେ ପଢ଼ା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଏପରି ଏକ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ତେବେ ବହୁ ଶୀଘ୍ର ବ୍ୟାଗ୍ ବଣ୍ଟନ କରାଯିବାର ସମ୍ଭାବନା ରହିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done