ଧର୍ମ ପରିବର୍ତନ କଲେ SC
ମନ୍ୟତା ରଦ୍ଦ ହେବ ।
ଧର୍ମ ପରିବର୍ତନ ଓ SC ମନ୍ୟତା କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ ।
କେବଳ ହିନ୍ଦୁ,ବୌଦ୍ଧ ଓ ଶିଖ୍ ଧର୍ମାବଲମ୍ବି ଅନୁସୂଚିତ ଜାତିର ମାନ୍ୟତା ପାଇବେ ।
ଅନ୍ୟ କୌଣସି ଧର୍ମକୁ ଧର୍ମାନ୍ତରିତ ହେଲେ SC ମନ୍ୟତା ହରାଇବେ ।
ଧର୍ମ ପରିବର୍ତନକୁ ନେଇ ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି । ଆପଣ ଯଦି ଅନୁସୂଚିତ ଜାତି ବର୍ଗର ଅଟନ୍ତି ଏବଂ ଆପଣ କୌଣସି ଅନ୍ୟ ଧର୍ମ ଗ୍ରହଣ କରନ୍ତି ତେବେ ଆପଣ ଆଉ ଅନୁସୂଚିତ ଜାତିର ମାନ୍ୟତା ପାଇ ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ରାୟ ଦେଇଛନ୍ତି । ଯଦି ଜଣେ ଦଳିତ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ ସେ SC ସୁବିଧା ହରାଇବେ । ଜଷ୍ଟିସ୍ ପିକେ ମିଶ୍ର ଏବଂ ଜଷ୍ଟିସ ମନମୋହନ ଏହି ରାୟ ଶୁଣାଇଛନ୍ତି । ଧର୍ମ ପରିବର୍ତନ କଲେ ଆଉ ସୁବିଧା ମିଳିବ ନାହିଁ । ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ । କେବଳ ହିନ୍ଦୁ, ବୌଦ୍ଧ ଏବଂ ଶିଖ ଧର୍ମାବଲମ୍ବି ଅନୁସୂଚିତ ଜାତିର ମାନ୍ୟତା ପାଇପାରିବେ ବୋଲି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଅନ୍ୟ ଧର୍ମ ଗ୍ରହଣ କଲେ SC ମନ୍ୟତା ରଦ୍ଦ କରାଯିବ ।


0 Comments