ଝାରସୁଗୁଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଭାବେ ରୋବିନ ପାଣ୍ଡେ ଓ ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ଶିବାଶିଷ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି


 ଆଜି ଝାରସୁଗୁଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଭାବେ ରୋବିନ ପାଣ୍ଡେ ଓ ଝାରସୁଗୁଡା ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ଶିବାଶିଷ ପଟ୍ଟନାୟକ ଙ୍କୁ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ରୋବିନ ପାଣ୍ଡେ ସଭାପତି ନିଯୁକ୍ତ ହୋଇଥିବାରୁ ଶ୍ରୀ ନବୀନ ପଟ୍ଟନାୟକ ଓ ସୁଶ୍ରୀ ଦିପାଲି ଦାସ ଙ୍କୁ ଧନ୍ୟବାଦ ଜଣାଇବା ସହିତ ଜିଲ୍ଲା ରେ ଯୁବ ସଂଘଟନ କୁ ସୁଦୃଢ଼ କରିବା ସହ ଦଳ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । 

ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଶିବାଶିଷ ପଟ୍ଟନାୟକ ନିଯୁକ୍ତ ହୋଇଥିବାରୁ ଶ୍ରୀ ନବୀନ ପଟ୍ଟନାୟକ ଓ ସୁଶ୍ରୀ ଦିପାଲି ଦାସ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୁହି ଜଣଙ୍କୁ ପୁର୍ବତନ ବିଧାୟିକା ସୁଶ୍ରୀ ଦିପାଲି ଦାସଙ୍କ ସମେତ ଜିଲ୍ଲା ବିଜୁ ଜନତା ଦଳ ସଭାପତି ହରିଶ ଗଣତ୍ରା , ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ବରିଷ୍ଟ ନେତା ପ୍ରତାପ ନନ୍ଦ, ବିଶ୍ଵନାଥ ତ୍ରୀପାଠୀ, ମଦନ ହାତୀ, ଅଶୋକ ଦାସ, ତୁଳସୀ ଦାସ, ଆଲୋଜ ତ୍ରୀପାଠୀ ପ୍ରଭୁତି ଅଭିନନ୍ଦନ ଜଣାଇଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done