ଓଡ଼ିଶା ଟେନିସବଲ କ୍ରିକେଟ ଦଳରେ ଝାରସୁଗୁଡ଼ା ଖେଳାଳି ମୋନାନିତ । ଓଡ଼ିଶା ଟେନିସ ବଲ କ୍ରିକେଟ ଆସୋସିଏସନ ତରଫରୁ ୩୬ତମ ଜାତୀୟ ସିନିୟର ଟେନିସବଲ କ୍ରିକେଟ ପ୍ରତିଯୋଗିତା ପାଇଁ ସିନିୟର ବାଳକ ଓ ବାଳିକା ବିଭାଗ ଉଭୟ ଦଳର ୧୪ ଜଣ ଖେଳାଳି ଓଡିଶା ଦଳ ପାଇଁ ମନୋନୀତ ହୋଇଛନ୍ତି । ଏହି ମନୋନୟନ ପ୍ରକିୟାରେ ଓଡ଼ିଶା ସିନିୟର ବାଳକ ଓ ବାଳିକା ଟେନିସବଲ କ୍ରିକେଟ ଦଳରେ ଝାରସୁଗୁଡ଼ା ଜିଲ୍ଲାର ସିନିୟର ବାଳକ ଦଳରେ ଓଁମକାର ତ୍ରିପାଠୀ ଓ ଅଭିଜିତ ଶାହା ଏବଂ ବାଳିକା ଦଳରେ ନିଷ୍ଠା ଦତ୍ତ ଓ ଶୀତଲ ଜୟସୱାଲ ମନୋନୀତ ହୋଇଛନ୍ତି ।


0 Comments