ଝାରସୁଗୁଡ଼ା ର ଅନ୍ୟତମ ସଂସ୍ଥା ପ୍ରୟାସ ଚାରିଟେବୁଲ ଟ୍ରଷ୍ଟ ଆଜି ଏକ ମହତ୍ କାମ କରିଛି।ଆଜି ସଂଧ୍ୟା ୪ଟା ବେଳେ ସରବାହାଲ ବାଇପାସ୍ ଛକ ପାଖ ରେ ଏକ ୪ବର୍ଷ ର ଛୋଟ ପିଲା ବୁଲୁଥିବାର ଦେଖା ଯାଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରୟାସ ଚାରିଟେବୁଲ ଟ୍ରଷ୍ଟ ଖବର ପାଇଲା ପରେ ପିଲା ଟିକୁ ଉଦ୍ଧାର କରି।ତାକୁ ଖାଇବା କୁ ଦେଇ ଥିଲେ ଓ ତାର ଘର ବିଷୟ ରେ ପଚାରିଲେ କିନ୍ତୁ ପିଲା ଟି ସ୍ପଷ୍ଟ ଭାବରେ କିଛି କହିପାରୁ ନଥିଲା।ବହୁତ୍ ଖୋଜାଖୋଜି କରିବା ପରେ ତାର ଘର ଲୋକଙ୍କ ଠିକଣା ପାଇ ତାଙ୍କ ପରିବାର କୁ ହସ୍ତାନ୍ତର କଲେ।


0 Comments