ଶିଶୁ କୁ ବଞ୍ଚାଇବାକୁ ଜାଇ ନିଜ ଜୀବନକୁ ବାଜି ଲଗାଇ ଆଇସିୟୁ ରେ ଭର୍ତ୍ତି ହେଲେ ।
ଝାରସୁଗୁଡା ଜିଲ୍ଲାର ପାକେଲପାଡା ଲଇକେରା ତହସିଲ କାର୍ଯ୍ୟାଳୟ ସମୀପରେ ଘଟିଥିବା ଏକ ଦୁର୍ଘଟଣାରେ ବିରେନ୍ଦ୍ର ରୋହିଦାସ ଜଣେ ଶିଶୁକୁ ମାଛି ଆକ୍ରମଣରୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି।
ସାଧାରଣ କାର୍ଯ୍ୟଦିନ ଥିଲା — କିନ୍ତୁ ସେ ମୁହୂର୍ତ୍ତରେ ଜଣେ ସାଧାରଣ କର୍ମଚାରୀ ନୁହେଁ, ଜଣେ ବୀର ମାନବ ଭାବେ ନିଜ ଜୀବନକୁ ଜୋଖିମରେ ପକାଇ ଏକ ନିସ୍ପାପ ଜୀବନକୁ ବଞ୍ଚାଇଲେ।
ସେ ବର୍ତ୍ତମାନ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ICU ରେ ଚିକିତ୍ସାଧୀନ ଅଛନ୍ତି।


0 Comments