କ୍ରିଟିକାଲ କେୟାର ଡାକ୍ତର ରାଜକୁମାର ପ୍ରଧାନ, ୟୁରୋଲୋଜି ବିଭାଗ ଡାକ୍ତର ବରୁଣ ତମରାକର, ଗାଇନୋକୋଲୋଜି ବିଭାଗ ଡାକ୍ତର ଏସକେ ପାଣିଗ୍ରାହୀ, ଇଏନଟି, ଦନ୍ତ ଚିକିତ୍ସକ, ଗେଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗର ଡାକ୍ତର ମୁକ୍ତି ପ୍ରକାଶ ମେହେର, ଇଏନଟି ବିଶେଷଜ୍ଞ ଡାକ୍ତର ଏସ. ମହାନାୟକ, ଦନ୍ତ ଚିକିତ୍ସକ ଡାକ୍ତର ଜିତେନ୍ଦ୍ର ପ୍ରଧାନ, ଡାକ୍ତର ସୁଷମା ପ୍ରଧାନ, ଡାକ୍ତର ଶ୍ରେୟା ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଚିକିତ୍ସା ସେବା ଯୋଗାଇଛନ୍ତି l ଆରବିଏସ, ଏଚବିଏଆଇସି, ଏଚବି, ୟୁରିକ ଏସିଡ, ଲିକୁଇଡ଼ ପ୍ରୋଫାଇଲ, ପେରି ଫେରିଆଲ ନେଚୁରୋପେଥି ଡାଇଗୋନିସିସ ଆଦି ଟେଷ୍ଟ ସହ ଡାକ୍ତରୀ ପରାମର୍ଶ ଏବଂ ଔଷଧ ନିଶୁକ୍ଳ ଭାବରେ ପ୍ରଦାନ କରାଯାଇଛି l ଏହି ଶିବିରରେ ୫୦୦ ରୁ ଉର୍ଦ୍ଧ ରୋଗୀ ଯୋଗଦେଇ ଚିକିତ୍ସା ସେବାର ଲାଭ ନେଇଛନ୍ତି lଲୋକଙ୍କ ସେବା ପାଇଁ ବାସନ୍ତୀ ହସ୍ପିଟାଲ ପକ୍ଷରୁ ପ୍ରତିବର୍ଷ ଏହିପରି ନିଶୁକ୍ଳ ଚିକିତ୍ସା ଶିବିର ଆୟୋଜନ କରାଯିବ ଏବଂ ଚିକିତ୍ସାସେବା ପ୍ରଦାନ କରାଯିବ ବୋଲି ଡାକ୍ଟର ଜିତେନ୍ଦ୍ର ପ୍ରଧାନ ଏବଂ ରାଜକୁମାର ପ୍ରଧାନ ପ୍ରକାଶ କରିଛନ୍ତି l
0 Comments