ବିଧାୟକଙ୍କ ଦ୍ବାରା ଭିନ୍ନକ୍ଷମଙ୍କୁ ହ୍ବଳଚେୟାର ପ୍ରଦାନ


 ବିଧାୟକଙ୍କ ଦ୍ବାରା ଭିନ୍ନକ୍ଷମଙ୍କୁ ହ୍ବଳଚେୟାର ପ୍ରଦାନ।

 ସଦର ବ୍ଳକ ମରାକୁଟା ପଂଚାୟତ ଅଧୁନସୁ ମରାକୁଟା ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣରେ ଆଜି ଭିନ୍ନକ୍ଷମ ବାଳକ ବାଳିକା ମାନଙ୍କୁ ଭିଳଚେୟାର ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପଂଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ପ୍ରାୟ ୧୦ଜଣ ଭିନ୍ନକ୍ଷମ ତଥା ଅସହାୟ ବାଳକ ଓ ବାଳିକାକୁ ଦ୍ବିକଚେୟାର ପ୍ରଦାନ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବ୍ଳକ ମଣ୍ଡଳ ସଭାପତି ହେମରଞ୍ଜନ ସିଂହ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାୟ, ଅନୁପ ପଟ୍ଟନାୟକ, ମହେନ୍ଦ୍ର ଗୁରୁ, ରୋସନ ଗୁରୁ, ପ୍ରଦୀପ ଅଗ୍ରୱାଲ, ବିଲାସିନୀ ସାହୁ, ଚୋଫାନ ଭୋଇ, ହୃଦାନନ୍ଦ ସାହୁ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଓ ମରାକୁଟା ଗ୍ରାମବାସୀ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done