ଆଉ ହେବନି " ହରିଜନ " ଶବ୍ଦର ବ୍ୟବହାର


 ଆଉ ହରିଜନ ଶବ୍ଦ ବ୍ୟବହାର ହେବ ନାହିଁ | ଏସସି / ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଜାରି ହେଲା ଚିଠି | ଏଣିକି ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ"ହରିଜନ" ଶବ୍ଦ | ହରିଜନ ଶବ୍ଦ ଏବେ କୌଣସି ସରକାରୀ ଯୋଗାଯୋଗ, ରେକର୍ଡ,  ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା କାରବାର ରେ ବ୍ୟବହାର କାର୍ଜିବା ନାହିଁ | ତେବେ  ଭାରତୀୟ ସମ୍ବିଧାନର ଧାରା ୩୪୧ ଅନୁଯାୟୀ ଏସସି ଏବଂ ଏସଟି ଜାତିର ବ୍ୟକ୍ତିମାନଙ୍କୁ ସୂଚିତ କରିବା ପାଇଁ କେବଳ ସାମ୍ବିଧାନିକ ଶବ୍ଦ "ଅନୁସୂଚିତ ଜାତି" ର ହିଁ ବ୍ୟବହାର କରାଯିବ | ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ଯେପରି ଏହି ନିୟମ କଡାକଡି ଭାବେ ପାଳିତ ହେବ ସେ ନେଇ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done