ଇ ଜେ ଭି ଫାଉଣ୍ଡେସନ ଓ ରୋଟାରି କ୍ଲବ ଗ୍ରୀନ ର ମିଳିତ ଆନୁକୂଲ୍ୟ ରେ ସର୍ବାଇକାଲ କ୍ୟାନ୍ସର ପ୍ରତିରୋଧକ ଟୀକା କରଣ ଶିବିର ଅନୁଷ୍ଠିତ


 ଇ ଜେ ଭି ଫାଉଣ୍ଡେସନ ଓ ରୋଟାରି କ୍ଲବ ଗ୍ରୀନ ର ମିଳିତ ଆନୁକୂଲ୍ୟ ରେ ସର୍ବାଇକାଲ କ୍ୟାନ୍ସର  ପ୍ରତିରୋଧକ ଟୀକା କରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ଶିବିର ଗତ ଦୁଇ ଦିନ ଧରି 25,26 ଜୁନ ରେ ଅନୁଷ୍ଠିତ ହୋଇଯାଇଛି, ଏହି ଶିବିର ରେ ସର୍ବମୋଟ 50 ଜଣ ଏହି ଟୀକା ନେଇଛନ୍ତି, ସଂସ୍ଥା ର ମୁଖ୍ୟ ଉଦେଶ୍ୟ ଥିଲା, ବର୍ତମାନ ର ଯୁବ ସମାଜ କୁ ସର୍ବାଇକଲ କ୍ୟାନ୍ସର ବାବଦ ରେ ସଚେତନ କରିବା ଓ କ୍ୟାନ୍ସର ରୁ ବଞ୍ଚାଇବା, ଏହା ମଧ୍ୟ( ନିମ୍ନ ବର୍ଗ) ଵା ରୋଜଗାର ଥିବା ପରିବାର ପିଲା ମାନ ଙ୍କୁ ଟିକାକରଣ କରାଇବା, ଏହି କ୍ରମ ରେ ନିକଟସ୍ଥ ଲଷ୍ମୀନାରାୟଣ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଓ ସରବାହାଲ ସରକାରୀ ବିଦ୍ୟାଳୟ ର ପିଲା ମାନଙ୍କୁ ସାମିଲ କରାଯାଇଥିଲା, ଏହି କାଯ୍ୟକ୍ରମ ଡ଼ା ବବିତା ରମଣୀ ଙ୍କ ଉପସ୍ଥିତ ଓ ତତ୍ୱାବଧାନ ରେ ପରିଚାଳନା କରାଗଲା, ଏହି କାଯ୍ୟ କ୍ରମ କୁ ଇ ଜେ ଭି ଫାଉଣ୍ଡେସନ ଓ ରୋଟାରି କ୍ଲବ ର ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ, ଜ୍ୟୋତିର୍ମୟୀ ବେହେରା,ମାନସୀ ପଣ୍ଡା, ରାଜେଶ ପାଢ଼ୀ, ପ୍ରିୟା ରାୟ, ଦୀପ୍ତି ବେହେରା ପୂନମ ପଟେଲ, ଅଞ୍ଜଳି ମୋଦି, ହର୍ଷିତ ମୋଦି, ସାଜିଦ ହୁସେନ, ଆନନ୍ଦ ଗୋଏଲ, ବିନା ହୁସେନ, କୁଶଲ ସୀତାନୀ, ପ୍ରିୟଙ୍କା ସୀତାନୀ, ବିନୋଦ ଶର୍ମା, ବିନୋଦ ଅରୁଖିଆ, S A ହବିବ,  ନରେଶ ସାରାଉଗୀ ପ୍ରମୁଖ କାର୍ଯ୍ୟକ୍ରମ କୁ ସୁ ପରିଚାଳନା କରିଥିଲେ।



Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done