ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ । ସମ୍ବଲପୁର, ଝାରସୁଗୁଡ଼ା, ଦିଲ୍ଲୀ ସମେତ ୧୯ ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ ।


 ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଘରେ ଚଢ଼ାଉ । 

ସମ୍ବଲପୁର, ଝାରସୁଗୁଡ଼ା, ଦିଲ୍ଲୀ ସମେତ ୧୯ ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ । 

ଭୋର୍ ସକାଳ ୫ ଟା ରୁ ଏହି ଚଢାଉ ଜାରି ରହିଥିବା ନେଇ ଖବର ସାମ୍ନାକୁ ଆସିଛି । 

୩ ଟି ଅଫିସ୍ ବନ୍ଦ୍ ଥିବା ବେଳେ ଆଗକୁ ସେଠାରେ ମଧ୍ୟ ଚଢ଼ାଉ ହେବା ନେଇ ସୂଚନା ।

ଆଜିର ବଡ ଖବର । ପୂର୍ବତନ ମନ୍ତ୍ରୀ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟକ ନବ ଦାସଙ୍କ ସମ୍ବଲପୁର, ଝାରସୁଗୁଡ଼ା, ଦିଲ୍ଲୀରେ ଥିବା ଘର ସମେତ ୧୯ ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ । ବର୍ତ୍ତମାନ ୩ ଟି ଅଫିସ୍ ବନ୍ଦ୍ ଥିବା ବେଳେ ଆଗକୁ ସେଠାରେ ମଧ୍ୟ ଚଢ଼ାଉ ହେବ । ଦିପାଲୀ ଦାସ ପୁରୀ ରେ ଥିବା ବେଳେ ସେଠାରୁ ଫେରିଲେ ଉକ୍ତ ଅଫିସ୍ ଗୁଡିକରେ ଚଢ଼ାଉ ହେବ ବୋଲି ସୂଚନା ରହିଛି । ଲଗାତାର ଭାବରେ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପହଞ୍ଚି ଚଢାଉ କରୁଥିବା ନେଇ ବଡ଼ ଖବର ଆସୁଛି । ନବ ଦାସଙ୍କ ବହିର୍ଭୁତ ସମସ୍ତ ସମ୍ପତ୍ତି ଉପରେ ଆୟକର ବିଭାଗର ନଜର ରହିଛି । ଏହି ଚଢାଉ ଆଜି ସକାଳୁ ଭୋର୍ ୫ ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ଦିନ ସାରା ଜାରି ରହିବ । ତେବେ ଚଢ଼ାଉ ର ସମସ୍ତ ସୂଚନା ପାଇବା ପାଇଁ ଆମ ସହିତ ଯୋଡି ରୁହନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done