ଶତାୟୁ ମାଆଙ୍କୁ ମନ୍ତ୍ରୀଙ୍କ ତରଫରୁ ରାସନ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି


 ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆଦେଶ ମତେ ସୁଧାଂଶୁ ଦୋରା ଙ୍କ ନେତୃତ୍ବ ରେ ବିଜେପି ଦଳର ଯୁବ ମୋର୍ଚ୍ଚା ଉପସଭାପତି ଅନିଲ ସାହୁ , ପ୍ରବୀଣ ଶ୍ରୀବାସ୍ତବ୍, ବିଜେପି ସଦସ୍ୟ ଚୂଡ଼ାମଣି ଭଇଁଶା ଓ ଶ୍ରିପୁରା ବିଜେପି  କାର୍ଯ୍ୟକର୍ତା ସୁବ୍ରତ ପ୍ରଧାନ, ବେଣୁଧର କାଲୋ ଓ ଗ୍ରାମବାସୀଙ୍କ ଉପସ୍ଥିତି ରେ ତଥା ଝାରସୁଗୁଡ଼ା ତହସିଲଦାର ଓ ଆର୍ ଆଇ ପାଣ୍ଡେ ବାବୁଙ୍କ ଉପସ୍ଥିତିରେ ଶତାୟୁ ମାଆଙ୍କୁ ଶତ ବର୍ଷର ହୋଇଥିବାରୁ ମନ୍ତ୍ରୀଙ୍କ ତରଫରୁ ରାସନ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done