ଏଣିକି 3500 ଲେଖାଏଁ ମିଳିବ ଭତ୍ତା | ଏହି ଉଦ୍ଦେଶ୍ୟ ରେ ବିଜ୍ଞପ୍ତି ଜାରି କଲେ ସରକାର |
ଏବେ ରାଜ୍ୟରେ ଥିବା ବରିଷ୍ଠ ନାଗରିକ ମାନଙ୍କୁ ମିଳିବ 3500 ଟଙ୍କା ଲେଖାଏଁ ଭତ୍ତା| ଏ ନେଇ ସରକାର ଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି | ତେବେ ଯେଉଁ ବରିଷ୍ଠ ନାଗରିକ ମାନଙ୍କ ବୟସ 80 ବର୍ଷ ରୁ ଉର୍ଦ୍ଧ୍ବ ରହିଛି ସେମାନଙ୍କୁ ମାସିକ ସରକାର ଙ୍କ ତରଫରୁ 3500 ଲେଖାଏ ଭତ୍ତା ମିଳିବ ବୋଲି ସରକାର କହିଛନ୍ତି |ଏହା ସହିତ ଯେଉଁ ଦିବ୍ୟାଙ୍ଗ ମାନେ 80 ପ୍ରତିଶତ ରୁ ଅଧିକ ଅକ୍ଷମ ଅଛନ୍ତି ସେମାନଙ୍କୁ ମଧ୍ୟ 3500 ଲେଖାଏଁ ଭତ୍ତା ମିଳିବ| ସରକାରଙ୍କ ଏହି ପଦକ୍ଷେପ ଅନୁସାରେ ଜୁନ ମାସରୁ ହିଁ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ମାନଙ୍କୁ 3500 ଲେଖାଏଁ ଭତ୍ତା ଦିଆଯିବ , ଏ ନେଇ ସରକାର ଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି |
0 Comments