ଯୁଦ୍ଧ ଯୋଗୁଁ ସେୟାର ବଜାର ଉପରେ ପଡ଼ିଛି ପ୍ରଭାବ ।
ଏହି ଦୁଇ ଦେଶର ଯୁଦ୍ଧ ମଧ୍ୟରେ ସେନସେକ୍ସ୍, ନିଫ୍ଟି ସମସ୍ତେ ଖସିଛନ୍ତି ତଳକୁ ।
୫୦୦ ପଏଣ୍ଟ ସେନସେକ୍ସ୍ ଖସି ଥିବା ନେଇ ବଡ଼ ସୂଚନା ବର୍ତ୍ତମାନ ଆସୁଛି
ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଲେ ଦୁଇ ଦେଶର ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ଦିଗରେ ପ୍ରଭାବ ସିଧା ସଳଖ ଭାବରେ ପଡ଼ିବ । ଆଉ ଏହା ହିଁ ହେଉଛି । ଦୁଇ ଦେଖା ମଧ୍ୟରେ ଲାଗିଥିବା ଯୁଦ୍ଧର ସିଧା ସଳଖ ପ୍ରଭାବ ଷ୍ଟକ୍ ମାର୍କେଟ ଉପରେ ପଡ଼ିଛି । ସେୟାର୍ ବଜାର ରେ ସେନସେକ୍ସ୍ ଏବଂ ନିଫ୍ଟିି ଉଭୟ ଖସିବାରେ ଲାଗିଛନ୍ତି । ସେନସେକ୍ସ୍ ୫୦୦ ପଏଣ୍ଟ ଖସି ଥିବା ନେଇ ବଡ ଖବର ସାମ୍ନାକୁ ଆସିଛି । ସେୟାର୍ ବଜାରର ନିବେଶକ ମାନେ ଏହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି । ଆଉ ଏହି ଯୁଦ୍ଧ ପରିସ୍ଥିତି ଆହୁରି କିଛି ଦିନ ପାଇଁ ଲାଗି ରହିବ । ଆଉ ଏପରି ପରିସ୍ଥିତିରେ ଷ୍ଟକ୍ ମାର୍କେଟ ଉପରେ ପ୍ରଭାବ ପଡିବା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ । ହେଲେ ଏହି ଯୁଦ୍ଧ କେବେ ସରୁଛି, ଦୁଇ ଦେଶର ଆଭିମୁଖ୍ୟ କଣ ରହିଛି ତାହା ହିଁ ଆଗାମୀ ଦିନରେ ଷ୍ଟକ୍ ମାର୍କେଟର ସ୍ଥିତି ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି ।
0 Comments