Home
Notification
Home
Crime
Jharsuguda News
Entertainment
Health
National
Politics
Sports
Astrology
International
More
_Economy
_Education
_Literature
_Weather
__Culture
Home
ODISHA NEWS
ପବିତ୍ର ଶ୍ରୀରାମନବମୀ ର ଶୁଭେଚ୍ଛା । ଜୟ ଶ୍ରୀ ରାମ
ପବିତ୍ର ଶ୍ରୀରାମନବମୀ ର ଶୁଭେଚ୍ଛା । ଜୟ ଶ୍ରୀ ରାମ
Viral
April 06, 2025
ଜଗତର ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ଧାର୍ମିକ ମାନ୍ୟତା ଅନୁସାରେ ଚୈତ୍ର ମାସ ଶୁଳ୍କ ପକ୍ଷ ନବମୀ ତିଥିରେ ରାମ ନବମୀ ଉତ୍ସବ ପାଳନ କରାଯାଏ । ଆଉ ଏହି ଦିନର ଆଗମନ କୁ ନେଇ ଶ୍ରୀରାମ ଭକ୍ତ ଆକୁଲତାର ସହିତ ଅପେକ୍ଷା କରି ରହିଥାନ୍ତି । ଆଉ ଚଳିତ ବର୍ଷ ଏହି ରାମ ନବମୀ ଉତ୍ସବ ଏପ୍ରିଲ ମାସର ୬ ତାରିଖ ୨୦୨୫ ରେ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ପ୍ରଭୁ ଶ୍ରୀରାମ ଙ୍କ ବିଶେଷ ପୂଜାର୍ଚ୍ଚନା କରିବାର ବିଧାନ ପୁରାଣରେ ବର୍ଣ୍ଣିତ ଅଛି । ତେବେ ଆସନ୍ତୁ ଜାଣିବା ଶ୍ରୀରାମ ନବମୀ କଣ ପାଇଁ ପାଳନ କରାଯାଏ ତଥା ଏହାର କଣ ମହତ୍ତ୍ଵ ରହିଛି । ପ୍ରତି ବର୍ଷ ଚୈତ୍ର ମାସ ନବମୀ ତିଥି କୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ରୂପରେ ପାଳନ କରାଯାଏ । ଧାର୍ମିକ ମାନ୍ୟତା ରହିଛି ଯେ ଚୈତ୍ର ମାସ ଶୁଳ୍କ ପକ୍ଷ ନବମୀ ତିଥିରେ ଭଗବାନ ରାମଙ୍କ ଜନ୍ମ ହୋଇଥିଲା । ଆଉ ଏହି ଦିନ ପ୍ରତି ଘର ଏବଂ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରାଯାଏ । ଏହି ଦିନ ଭଗବାନ ବିଷ୍ଣୁ ପ୍ରଭୁ ଶ୍ରୀରାମଙ୍କ ରୂପରେ ଧରା ପୃଷ୍ଠରେ ଅବତରଣ କରିଥିଲେ । ଶ୍ରୀରାମ ରାଜା ଦଶରଥ ଏବଂ ରାଣୀ କୌଶଲ୍ୟାଙ୍କ ଘରେ ତାଙ୍କର ଜୈଷ୍ଠ ପୁତ୍ର ରୁପେ ଜନ୍ମ ନେଇଥିଲେ । ଏଥି ପାଇଁ ଦେଶରେ ବହୁତ୍ ଆନନ୍ଦ ଏବଂ ଉତ୍ସାହର ସହିତ ଚୈତ୍ର ଶୁକ୍ଳ ପକ୍ଷରେ ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯାଏ । ମାନ୍ୟତା ରହିଛି ଯେ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ଠିକ୍ ଦୁଇପହର ୧୨ ଟା ରେ ହୋଇଥିଲା । ସେଥି ପାଇଁ ଏହି ସମୟରେ ପୂଜା କରିବା ବହୁତ୍ ଶୁଭ ଏବଂ ଫଳପ୍ରଦ ବୋଲି ଗଣନା କରାଯାଏ । ଆଜି ସାରା ଦେଶ ରାମ ମୟ ହୋଇ ଉଠିଛି । ରାମ ଧ୍ୱନୀ ରେ କମ୍ପିତ ହୋଇ ଉଠୁଛି । ରାମ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଖେଳି ଯାଇଛି ।
Post a Comment
0 Comments
Contact Form
Name
Email
*
Message
*
Search This Viral Jharsuguda
Social Plugin
Ad
Ad
Popular Posts
କୋରେଇ ବିଧାୟକ ତଥା ସିନେ ତାରକା ଙ୍କ ରାମଚଣ୍ଡୀ ଓ ଝାଡ଼େଶ୍ୱର ମନ୍ଦିର ଦର୍ଶନ,
October 12, 2025
ଲୋଇସିଂହ ଗ୍ରାମ ଠାରେ ଆଜି ତୃତୀୟ ଏକ ଦିବସୀୟ ଉଭୟ ପୁରୁଷ ଏବଂ ମହିଳା ଖୋ ଖୋ ଟୁର୍ନାମେଣ୍ଟ ୨୦୨୫ ଅନୁଷ୍ଠିତ
October 12, 2025
ରାଜ୍ୟ ପରିବହନ ବିଭାଗ ର ବଡ ନିଷ୍ପତ୍ତି |କୋହଳ ହେଲା ଗାଡି ଉପରେ ଲାଗିଥିବା ଗାଡି ଚାଲାଣ ଫାଇନ
October 10, 2025
ODISHA LATEST NEWS
3/ODISHA NEWS/post-list
Categories
COVID-19
1
CRIME
5
EDUCATION
2
ENTERTAINMENT
3
HEALTH
3
NATIONAL
25
ODISHA NEWS
829
POLITICS
24
SPORTS
1
WEATHER
1
Tags
COVID-19
CRIME
EDUCATION
ENTERTAINMENT
HEALTH
NATIONAL
ODISHA NEWS
POLITICS
SPORTS
WEATHER
Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.
Done
0 Comments