ପଞ୍ଚପଡ଼ା ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ରକ୍ତ ଦାନ ଶିବିର ଆୟୋଜିତ*

 

ଶିଶୁ ବିକାଶ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ "*ରକ୍ତଦାନ ଶିବିର*" ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ର ଅଧ୍ୟକ୍ଷା ମାନନୀୟ। ଶ୍ରୀମତି ମମତା ପ୍ରଧାନ ମହୋଦୟ। ଶିବିର ର ଉଦ୍ଘାଟନ କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ। ଶ୍ରୀମତୀ ମମତା ସିଂହ ଓ ସମ୍ପାଦକ ଶ୍ରୀ ଦିଗାମ୍ବର ମାଝୀ ଙ୍କ ତତ୍ତ୍ୱାବଧାନରେ ତଥା ଆମ ଓଡ଼ିଶା ଆମ ସମ୍ବାଦ ଙ୍କ ସହଯୋଗ କ୍ରମେ ଅନେକ ସମାଜସେବୀ ସ୍ଵେଛା କୃତ ଭାବରେ ରକ୍ତ ଦାନ କରିବା ପାଇଁ ଆଗେଇ ଆସିଥିଲେ। ମୋଟ ୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଜନ ହିତ କାର୍ଯ୍ୟରେ ବିନିଯୋଗ କରିବା ଉଦ୍ଦେଶ୍ୟରେ ଦାନ କରାଯାଇଥିଲା।

      ଝାରସୁଗୁଡ଼ା  ବ୍ଲଡ଼ ବ୍ୟାଙ୍କ ସହଯୋଗରେ ଶିଶୁ ବିକାଶ ବିଦ୍ୟା ମନ୍ଦିର ଓ ଆମ ଓଡ଼ିଶା ଆମ ଝାରସୁଗୁଡ଼ା ଜିଲ୍ଲା ସମ୍ବାଦ କାର୍ଯ୍ୟାଳୟ ର ମୁଖ୍ୟ ସାମ୍ବାଦିକ ତେଜସ୍କ୍ରିୟ ମହାପାତ୍ର ଙ୍କ ମିଳିତ ଉଦ୍ୟମରେ ସଫଳତାର ସହ ଉକ୍ତ ଶିବିର ଅନୁଷ୍ଠିତ ହୋଇଯାଇଥିଲା।ଉକ୍ତ ଶିବିର ରେ ସୁଚିତ୍ରା ନାହାକ ଓ  ସନ୍ତୋଷ ନାହାକ ଯୁଗ୍ମ ରୂପେ ରକ୍ତ ଦାନ କରିଥିବା ବେଳେ  ସମ୍ପାଦକ ଦିଗାମ୍ବର ମାଝୀ,ପ୍ରେମାନନ୍ଦ ପଟେଲ,ବିକାଶ ପାତ୍ର, ସତ୍ୟଜିତ ସୁତାର , ପ୍ରମୋଦ କୁମାର ସେଠ୍,ସନ୍ତୋଷ ପ୍ରଧାନ,ମନୋଜ କୁମାର ଜାମକିଆର,ବିଚିତ୍ର ସାହୁ,ହିମାଂଶୁ ରଞ୍ଜନ ସାହୁ,ଯୁବୁଲୁ ମାଝୀ,ରୋହିତ ସେନ,ପ୍ରମୋଦ ସେନ, ଚୁମକି ମହାନ୍ତି, ମୟଙ୍କ କୁମାର,କ୍ଷମାମୟୀ ସାହୁ,ବାବୁଲି ମିଶ୍ର,ରୂପେଶ କୁମାର ପଟେଲ,ଦେବାଶିଷ ମେହେର ,ଚନ୍ଦନ କୁମାର କାନ୍ତର,ଗୋବିନ୍ଦ ଜେନା,ଆଶିଷ କୁମାର ପଣ୍ଡା,ସତ୍ୟ ରଞ୍ଜନ ରାଉତ,ପ୍ରମୋଦ କୁମାର ବନ୍ଧା,ସନ୍ଦୀପ କହଁର,ରାକେଶ ଲାଯୁର,ରୋହିତ ମହାରଣା  ଆଦି ରକ୍ତ ଦାନ କରି ଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done