ସମ୍ପତ୍ତି ନେଲା ପରେ ବାପା ମା ଙ୍କୁ ପର କଲେ ସବୁ ସମ୍ପତ୍ତି ରିଟର୍ନ ହେବ,ସୁପ୍ରିମ କୋର୍ଟଙ୍କ ବଡ ରାୟ


 ସମ୍ପତ୍ତି ନେଲା ପରେ ବାପା ମା ଙ୍କ ଭରଣପୋଷଣ ସଠିକ୍ ଭାବେ ନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ସନ୍ତାନ। 

ସୁପ୍ରିକୋର୍ଟ  ବୃଦ୍ଧ ବାପା ମା ଙ୍କ ସପକ୍ଷରେ ଏକ ଆଇନ ବାହାର କରିଛି।

 ଏହି ଆଇନ ଅନୁଯାୟୀ ଯଦି କୌଣସି ପୁଅ ବା ଝିଅ ବାପା ମାଆଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି କୁ ନିଜ ନା ରେ କରିବା ପରେ ମାତା ପିତା ଙ୍କ ଧ୍ୟାନ ନ ରଖନ୍ତି , ତେବେ ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। 

ବହୁ ସମୟ ରେ ପୁଅ ଝିଅ ସମ୍ପତ୍ତି ପାଇବା ପରେ ବାପା ମା ଙ୍କୁ ଗୁରୁତ୍ଵ ନ ଦେଇ ଅବହେଳା କରୁଥିବା ଦେଖିବାକୁ ମିଳେ। ତେଣୁ ଏ ନେଇ ସୁପ୍ରିମକୋର୍ଟ ମାତା ପିତା ଙ୍କ ସପକ୍ଷ ରେ ଏହି ନିୟମ ପାରିତ କରିଛନ୍ତି । 

କଲ୍ୟାଣ ଅଧିନିୟମ ଧାରା ରେ ଯଦି ଏଭାଇ କୌଣସି  ମାମଲା ଦାୟର ହୁଏ ତେବେ ସନ୍ତାନ ନେଇଥିବା ସମସ୍ତ ସମ୍ପତ୍ତି କୁ ବାପା ମା ଙ୍କୁ ଫେରସ୍ତ ଦେବାକୁ ପଡ଼ିବ।

ଏହି ଆଇନ ଲାଗୁ କରିବାର ମୁଖ୍ୟ କାରଣ ସନ୍ତାନ ନିଜ ବୃଦ୍ଧ ମାତା ପିତା ଙ୍କ ପ୍ରତି ଯତ୍ନବାନ ହେବେ ଏବଂ ତାଙ୍କୁ ଗୁରୁତ୍ଵ ଦେବେ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done